ଭୁବନେଶ୍ୱର ଜୁଡିସିଆଲ୍ କମ୍ପ୍ଲେକ୍ସକୁ ୩ ଦିନ ପାଇଁ ସିଲ୍ କଲା ବିଏମସି
ଭୁବନେଶ୍ୱର : (କେନ୍ୟୁଜ): ଭୁବନେଶ୍ୱର ଜୁଡିସିଆଲ୍ କମ୍ପ୍ଲେକ୍ସ ସିଲ୍। ୩ ଦିନ ପାଇଁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଗତକାଲି ୧୫ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବାରୁ BMC ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୭ତାରିଖରେ RTPCR…