Browsing Tag

thriller

RGVଙ୍କ ଫିଲ୍ମ ‘ଥ୍ରୀଲର’ରେ ଅପ୍ସରାଙ୍କ ସହ ରୋମାନ୍ସ କରିବେ ଓଡ଼ିଆ ପୁଅ ରକ୍, ସାମ୍ନାକୁ ଆସିଲା ଫଟୋ

ବଲିଉଡରେ ଏଣ୍ଟ୍ରି କଲେ ଓଡ଼ିଆ ପୁଅ। ପୁଣିଥରେ ଓଡ଼ିଶାର ଜଣେ ପୁଅକୁ ନିଜ ଫିଲ୍ମରେ ବ୍ରେକ ଦେଲେ ବଲିଉଡ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା। ନିଜ ଫିଲ୍ମ ‘ଥ୍ରୀଲର’ ପାଇଁ ଓଡ଼ିଶାରୁ ନାୟକ ବାଛିଲେ RGV । ନବରଙ୍ଗପୁରର ରକ କଚି (Rock kacchi) ଙ୍କୁ ନାୟକ ଭାବେ ବାଛିଛନ୍ତି ବର୍ମା ।…