Browsing Tag

thunderstorm death

ମୟୂରଭଞ୍ଜ : ଫୁଟ୍‌ବଲ ମ୍ୟାଚ୍‌ବେଳେ ବଜ୍ରାଘାତ; ଜଣେ ମୃତ ,୩ ଗୁରୁତର

ମୟୂରଭଞ୍ଜ (କେନ୍ୟୁଜ): ବାରିପଦା-ମୟୂରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଫୁଟବଲ ମ୍ଯାଚ ଚାଲିଥିବା ବେଳେ ଅଘଟଣ। ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ଯ ୩ ଜଣ ଗୁରୁତର ଅଛନ୍ତି। ମୃତକ ଜଣକ ସ୍ଥାନୀୟ ସାଲବଣି ଗ୍ରାମର ଅଶୋକ ମୁର୍ମୁ।ଆଜି ଅପରାହ୍ନରେ ଫୁଟବଲ ଖେଳ…

ବଜ୍ରାଘାତରେ ବିଲ ମଝିରେ ଟଳିପଡିଲେ ବୃଦ୍ଧ, ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନା ନନେଇ ଖତ ଗଦାରେ ପୋତିଦେଲେ ଲୋକେ

ସୋରଡା(କେନ୍ୟୁଜ): ସୋରଡା ଥାନା ଗୋବିନ୍ଦପୁର ଗ୍ରାମରେ ଗତକାଲି ଅପରାହ୍ନରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି।ଗ୍ରାମର ଜଣେ ବୃଦ୍ଧ  ମୃତ୍ଯୁବରଣ କରିଛନ୍ତି । ମୃତ ବ୍ଯକ୍ତିଙ୍କ ନାମ ମୁରଲୀ ପାତ୍ର । ସେ ଗ୍ରାମ ନିକଟ ବିଲ ମାଳରେ ଗାଈ ଚରାଉଥିଲେ। ହଠାତ କାଳବୈଶାଖୀ ବର୍ଷା ସହ…

ମୟୁରଭଞ୍ଜ ଓ କେନ୍ଦୁଝରରେ ବଜ୍ରପାତ ନେଲା ୫ ଜୀବନ, ଖୁଣ୍ଟା ଥାନା ବଡ଼ପଥରା ଗାଁରେ ମାଛ ମାରିବାକୁ ଯାଇ ୩ ଯୁବକ ମୃତ

ବାରିପଦା (କେନ୍ୟୁଜ) : ବଜ୍ରପାତରେ ୩ଯୁବକ ମୃତ। ମୟୂରଭଞ୍ଜର ଖୁଣ୍ଟା ଥାନା ବଡ଼ପଥରା ଗାଁରେ ଘଟିଛି ଏଭଳି ଅଘଟଣ। ଗାଁର ତିନିଜଣ ଯୁବକ ମାଛ ଧରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ବଡ଼ ପଥରା ଗାଁର କୌଶିକ ମହାନ୍ତ, ଦିବ୍ୟଶଙ୍କର ମହାନ୍ତ ଓ ଯାମିନୀକାନ୍ତ ମହାନ୍ତ ବୋଲି…

ଖୋର୍ଦ୍ଧା: ଟାଙ୍ଗୀରେ ବଜ୍ରପାତ ନେଲା ଦୁଇ ଜୀବନ, ପରିବାରରେ ଶୋକର ଛାୟା

ଟାଙ୍ଗୀ:  ବିଲରେ କାମ କରୁଥିବା ବେଳେ ବଜ୍ରପାତର ଘଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକମାନେ ହେଲେ ଟଙ୍ଗୀ ଅଞ୍ଚଳର ଚିତୁ ରାଉତ ଓ ଝରିଆ ଗ୍ରାମର ତୁଷାର ପଲାଇ। ଗୁରୁତରଙ୍କୁ ପ୍ରଥମେ ଟାଙ୍ଗୀ ଡାକ୍ତରଖାନା ଓ ପରେ ଭୁବନେଶ୍ବରକୁ ସ୍ଥାନନ୍ତରିତ…

ସୁନ୍ଦରଗଡ଼ : ବଜ୍ରାଘାତରେ ଜଣେ ମୃତ

ସୁନ୍ଦରଗଡ଼ (କେନ୍ୟୁଜ୍) : ବଜ୍ରାଘାତରେ ଜଣେ ମୃତ । ସୁନ୍ଦରଗଡ଼ ସଦର ଥାନା ସୁବଳୟା ଗାଁରେ ଏହି ଅଘଟଣ ଘଟିଛି । ଛୋଟପିଲାମାନେ ଏକ ଗଛତଳେ ଖେଳୁଥିବାବେଳେ ବଜ୍ରାଘାତରେ ଜଣେ ୮ ବର୍ଷର ବାଳକର ମୃତ୍ୟୁ ହୋଇଥିଲା । ୫ଜଣ ଶିଶୁ ଆହତ ହୋଇଥିଲେ । ଆହତମାନଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…