Browsing Tag

thunderstorm

ତାତିରୁ ମିଳିବ ତ୍ରାହି, ଆଜି କାଳ ବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆଜି କିଛି ସ୍ଥାନରେ ତାତିରୁ ମିଳିପାରେ ତ୍ରାହି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି । ଉପଗ୍ରହରୁ ଜଳୀୟବାଷ୍ପ ସଂପର୍କିତ ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ…

ତାତି ସାଙ୍ଗକୁ ଜାରି ରହିଛି କାଳବୈଶାଖୀ, ଆଜି ଘଡ଼ଘଡ଼ି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ୨୦ଯାଏ କାଳବୈଶାଖୀ । ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ କୋହଲା ସହ ସାମାନ୍ୟ ଖସିଛି ତାପମାତ୍ରା । ଆଜି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ ଓ…

ବିଜୁଳି ମାରିଲେ ଉତ୍ପନ୍ନ ହୁଏ ୧୦ କୋଟି ଭୋଲ୍ଟ , ଯାହା ସଂସ୍ପର୍ଶରେ ଆସି ହୋଇଥାଏ ମଣିଷର ମୃତ୍ୟୁ , ଜାଣନ୍ତୁ କିପରି

ବର୍ଷା ଦିନରେ ସବୁଠୁ ଭୟ ବିଜୁଳି ଘଡ଼ଘଡ଼ିକୁ ରହିଥାଏ। ଏହା ଅନ୍ୟ ଋତୁରେ ବି ହୁଏ। କିନ୍ତୁ ବର୍ଷା ଦିନରେ ଏହା ଅଧିକ ମାତ୍ରାରେ ହୋଇଥାଏ। ଆପଣ ଅନେକ ସମୟରେ ବିଜୁଳି ଘଡ଼ଘଡ଼ି କାରଣରୁ ଅନେକ ଲୋକ ମରୁଥିବାର ଖବର ଶୁଣୁଥିବେ। କିନ୍ତୁ କଣ ଆପଣ ଜାଣନ୍ତି ଏପରି କାହିଁକି ହୋଇଥାଏ। ପ୍ରତିବର୍ଷ ବିଜୁଳି…

କାଳ ବୈଶାଖୀ ଭାଙ୍ଗି ଚୁରମାର କରିଦେଇଛି ଘରର ଛପର, ଖୋଲା ଆକାଶ ତଳେ ବିତୁଛି ଜୀବନ

କେନ୍ୟୁଜ୍‌(ବ୍ୟୁରୋ): ଉଡ଼ିଯାଇଛି ଘରର ଛପର । ଆଜବେଷ୍ଟ ଭାଙ୍ଗି ଚୁନା । ଖୋଲା ଆକାଶ ତଳେ ବିତୁଛି ଜୀବନ । ସେଇଠି ମଣିଷ ସେଇଠି ପଶୁ । ଘର ଭିତରୁ ଦିନରେ ସୁରୁଜ ଓ ରାତିରେ ଜହ୍ନ ଦିଶୁଛି । ଦିନର ପ୍ରଚଣ୍ଡ ତାତି ଯେପରି କଳବଳ କରି ପକାଉଛି । ଗୋଟିଏ ପଟେ ପ୍ରଚଣ୍ଡ ଖରା, ତ ଅନ୍ୟପଟେ ଅସହ୍ୟ…

ରାୟଗଡ଼ାରେ ଅଦନିଆ କାଳ ବୈଶାଖୀ ରଚିଲା ତାଣ୍ଡବ, ନେଲା ଧନ ସହ ଜୀବନ

ରାୟଗଡ଼ା(କେନ୍ୟୁଜ୍): ଅଦନିଆ କାଳ ବୈଶାଖୀ ରଚିଲା ତାଣ୍ଡବ। ଆଜି କାଳ ବୈଶାଖୀ ପ୍ରଭାବରେ ଅନେକ ଘର  ଦ୍ବାରର ଛାତ ଉଡେଇଥିବା ବେଳେ ବଜ୍ରପାତରେ ଜଣଙ୍କର ଜୀବନ ଯାଇଛି। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳର ଅନେକ ଗ୍ରାମରେ ଆଜି କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଆଜି ଅପରାହ୍ନ…

ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ: ଚିଲିକାରେ ଛୋଟ ଡଙ୍ଗାରେ ଯାତାୟାତ କରିବାକୁ ବାରଣ କଲାପାଣିପାଗ ବିଭାଗ

(କେନ୍ୟୁଜ): ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଆଜି ଚିଲିକାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନର ଆଶଙ୍କା ରହିଛି । ଆଗାମୀ ୧ ରୁ ୨ ଘଣ୍ଟା ମଧ୍ୟରେ ଚିଲିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖା ଦେଇପାରେ । ଘଣ୍ଟା ପ୍ରତି ପବନ ୪୦ରୁ ୫୦ କିଲୋମିଟର ବହିବା ସମ୍ଭାବନା ଥିବାରୁ ଛୋଟ…

ଆଗକୁ ରାଜ୍ୟରେ ପ୍ରବଳ ଖରା, ୧୧ରୁ କମିବ କାଳବୈଶାଖୀ ପ୍ରଭାବ

କେନ୍ୟୁଜ୍(ବ୍ୟୁରୋ): ୧୧ରୁ କମିବ କାଳବୈଶାଖୀ ପ୍ରଭାବ । ଆଗକୁ ରାଜ୍ୟରେ ପ୍ରବଳ ଖରା । ବଢ଼ିବ ପାରଦ । ସିଝିବ ଓଡ଼ିଶା । ଆହୁରି କଲବଲ କରିବ ତାତି । ଆଗାମୀ ୩-୪ ଦିନରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ । ଏନେଇ ସୂଚନା ଦେଇଛିି ପାଣିପାଗ ବିଭାଗ । ୩-୪ ଦିନ ଯାଏ ରାଜ୍ୟରେ…

ଆସନ୍ତା ପାଞ୍ଚଦିନ ଯାଏ ତାପମାତ୍ରାରେ ବିଶେଷ ଧରଣର ପରିବର୍ତ୍ତନ ନାହିଁ, ଦିନରେ ଖରା ଓ ଅପରାହ୍‌ଣରେ କାଳ ବୈଶାଖୀ ରଚିବ…

କେନ୍ୟୁଜ୍(ବ୍ୟୁରୋ): ଦିନରେ ଖରା, ଅପରାହ୍‌ଣରେ କାଳ ବୈଶାଖୀର ତାଣ୍ଡବ। ରାଜ୍ୟରେ ବଢୁଛି ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୪ରୁ ୩୯ ଡିଗ୍ରି ସେଲସିୟସ ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୨ରୁ ୩୭ ଡିଗ୍ରି ମଧ୍ୟରେ ରେକର୍ଡ ହୋଇଛି। ଦିନରେ ଗରମ ଅନୁଭୂତ ହେଉଥିବା ବେଳେ…

ଆସନ୍ତା ଦୁଇ ଦିନ ଯାଏ ଝଡ଼ ବର୍ଷା, ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ଦୁଇ ଦିନ ଯାଏ ଝଡ଼ ବର୍ଷା ହେବ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା…

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ : ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ଓ୍ଵାର୍ଣ୍ଣିଂ…

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଏବେ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୧.୫ କିଲୋମିଟ ଯାଏ ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଯାଏ ବ୍ୟାପିଛି ।…

କାଲିଠୁ ବଢିବ ବର୍ଷାର ପରିମାଣ; ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଠାରୁ ବଢିବ ବର୍ଷାର ପରିମାଣ। କାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହ ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ…

ବିହାରରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ୩୩ ଲୋକ ମୃତ

ବିହାରରେ ପ୍ରଚଣ୍ଡ ଗରମ ପରେ ଆସିଥିବା କାଳବୈଶାଖୀ ଓ ବଜ୍ରପାତ ତାଣ୍ଡବ ରଚିଛି । କିଛି ଘଣ୍ଟା ବର୍ଷା ହେବା ଯୋଗୁଁ ୧୬ ଜିଲ୍ଲାରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ସମସ୍ତଙ୍କର ପ୍ରାଣହାନୀ ଘଟିଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି…