ଗୁରୁବାର କରନ୍ତୁ କଦଳୀ ଗଛର ପୂଜା
ଧର୍ମ ତଥା ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାରର ଏକ ବିଶେଷ ମହତ୍ତ୍ୱ ରହିଛି । ଏହାକୁ ଦେବଗୁରୁ ବୃହସ୍ପତିଙ୍କ ଦିନ ଭାବରେ ଧରାଯାଏ । ବୃହସ୍ପତିଙ୍କ ସହ ଏହାକୁ ଭଗବାନ ବିଷ୍ଣୁଙ୍କ ଦିନ ମଧ୍ୟ କୁହାଯାଏ । ଦେବଗୁରୁ ବୃହସ୍ପତିଙ୍କୁ ବୃଦ୍ଧି କାରକ କୁହାଯାଏ । ଯେଉଁମାନଙ୍କ ଯାତକରେ ଦେବଗୁରୁଙ୍କ କୃପା…