ତିବ୍ଦତର ନିଙ୍ଗଚିରେ ହିମସ୍ଖଳନ: ୮ ମୃତ, ଅନେକ ନିଖୋଜ
ତିବ୍ଦତ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ନିଙ୍ଗଚି ସହରରେ ହିମସ୍ଖଳନ ହୋଇଛି । ବୁଧବାର ବିଳମ୍ବିତ ରାତିରେ ପାର୍ବତ୍ୟ ତିବ୍ଦତରେ ହିମସ୍ଖଳନ ଯୋଗୁଁ ୮ ଜଣକଙ୍କର ମୃତ୍ୟୁହୋଇଛି । ଚୀନ ସରକାର ମୃତକଙ୍କ ଶବକୁ ଜବତ କରିଥିବା ବେଳେ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରିଛି । ହିମସ୍ଖଳନ…