Browsing Tag

tiger

ଶିମିଳିପାଳ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜିନ୍ନତ୍, ୨୪ ଘଣ୍ଟିଆ ମନିଟରିଂରେ ରଖିଛି ବନବିଭାଗ

ମୟୂରଭଞ୍ଜ : ଶିମିଳିପାଳ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜିନ୍ନତ୍। ଶିମିଳିପାଳ ଉତ୍ତର ଡିଭିଜନ କୋର ଅଞ୍ଚଳକୁ ଛଡାଯାଇଛି । ଗତକାଲି ରାତି ୯.୩୦ଟାରେ ଜିନ୍ନତକୁ ଛଡ଼ାଯାଇଥିବା ଶିମିଳିପାଳ RCCF ସୂଚନା ଦେଇଛନ୍ତି । ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ । ବାଘୁଣି ପାଇଁ…

ଏନକ୍ଲୋଜରରେ ‘ଜିନତ୍‌’ର ପ୍ରଥମ ଶିକାର, ବାରହାକୁ ମାରି ଖାଇଲା ବାଘୁଣୀ

ମୟୂରଭଞ୍ଜ : ଶିମିଳିପାଳରେ ବାରହା ଶିକାର କଲା ବାଘୁଣୀ ‘ଜୀନତ୍ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏନକ୍ଲୋଜରରେ ଏକ ବାରହା ଶିକାର କରି ଖାଇଛି ।  ବାର୍‌ହାକୁ ଶିକାର କରି ସାରିବା ପରେ ପେଟ ଭରି ଖାଇଥିଲା ବାଘୁଣୀ । ଖାଇ ସାରିବା ପରେ ପାଣି ପିଇ ବିଶ୍ରାମ କରିଥିଲା ।  ଏନେଇ ଏସଟିଆର ପକ୍ଷରୁ…

ଗଞ୍ଜାମରେ ବୁଲୁଛି ମହାବଳ: ଟ୍ରାକ୍ କରିବାକୁ ଗଠିତ ହୋଇଛି ସ୍ୱତନ୍ତ୍ର ମନିଟରିଂ ଗ୍ରୁପ୍

ଗଞ୍ଜାମ:  ମହାରାଷ୍ଟ୍ରରୁ ଆସିଛି ମହାବଳ । ବାଘର ଗତିବିଧି ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର DFO ।  ବାଘଟି ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ଘୁରି ବୁଲୁଛି । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଏସିଏଫଙ୍କ ନେତୃତ୍ୱରେ ତିନୋଟି ଟିମ୍ ଗଠନ କରାଯାଇଛି…

ରାଜଧାନୀରେ ବାଘ ଆତଙ୍କର ହେଲା ପର୍ଦ୍ଦାଫାସ: କ୍ୟାମେରାରେ କଏଦ ହେଲା ବଣଭୂଆ

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଲିଥିଲା ବାଘ ଚର୍ଚ୍ଚା । ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କର ହେଲା ପର୍ଦ୍ଦାଫାସ । ବନ ବିଭାଗର ଛାନଭିନ୍ ପରେ ଜଣାପଡିଲା, ବାଘ ନୁହେଁ ବଣଭୂଆ । ବିଳମ୍ବିତ ରାତି ୨ଟା ବେଳେକୁ ଏହା ବଣଭୂଆ ବୋଲି ସ୍ପଷ୍ଟ ହୋଇଛି । ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ…

ଜଙ୍ଗଲରେ କଲରାପତରପତରିଆ ବାଘର ମୃତ୍ୟୁ, କାରଣ ଅସ୍ପଷ୍ଟ

ବରଗଡ଼ : ଜଙ୍ଗଲରେ କଲରାପତରପତରିଆ ବାଘର ମୃତ୍ୟୁ । ବରଗଡ ଜିଲ୍ଲା ବାରପାହାଡ ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି ।  ବାଘ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅଜଣା ଗାଡି ଧକ୍କାରେ ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପ୍ରାପ୍ତ ସୂଚନାନୁସାରେ ବାରପାହାଡ଼ ଜଙ୍ଗଲ…

ସାତକୋଶିଆରେ ପୁଣି ବ୍ୟାଘ୍ର ପ୍ରକଳ୍ପ, ୫ ବର୍ଷରେ ଆସିବେ ୧୪ ମହାବଳ

ଅନୁଗୁଳ : ସାତକୋଶିଆରେ ପୁଣି ବ୍ୟାଘ୍ର ପ୍ରକଳ୍ପ । ଆସିବେ ମହାରାଷ୍ଟ୍ର ମହାବଳ। ଟ୍ରାନ୍ ସଲୋକସେନ ପ୍ରକଳ୍ପ ପାଇଁ ମିଳିଲା NTCA ଗ୍ରୀନ୍ ସିଗନାଲ। ପ୍ରସ୍ତୁତ ହେଉଛି ୫ ବର୍ଷିଆ ଯୋଜନା । ଆକ୍ସନ ପ୍ଲାନ ପ୍ରସ୍ତୁତ ପରେ NTCAକୁ ଦିଆଯିବ । ଏହାପରେ ପର୍ଯ୍ୟୟକ୍ରମେ ୫ ବର୍ଷରେ ମହାରାଷ୍ଟ୍ରର…

ରାନ୍ଧି ଖାଇଲେ କଲରାପତରିଆ ମାଂସ: ଦେଶୀ ବନ୍ଧୁକ ସହ ୩ ଶିକାରୀ ଗିରଫ

ରେଢାଖୋଲ : ବାଘଠୁ ମଣିଷ ହିଂସ୍ର । ଖାଇଗଲେ କଲରାପତରିଆ ମାଂସ । ଶିକାର କରି ଭୋଜିଭାତର ଆୟୋଜନ କରିଥିଲେ । ହେଲେ ବନବିଭାଗ ଖବର ପାଇ ଅଚାନକ ଚଢାଉ କରିଥିଲା । ଏଭଳି ଅମନୁଷିକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜରେ। ସୋମବାର ରାତିରେ ଗିରିଶ୍ଚନ୍ଦ୍ରପୁର…

ମାତିଛି କଲରାପତରିଆ ! ରେଢାଖୋଲ ବନଖଣ୍ଡର ନାକଟିଦେଉଳ ରେଞ୍ଜରେ ବାଘ ଆତଙ୍କ

ରେଢାଖୋଲ : କିଛିମାସ ତଳେ ରେଢାଖୋଲ ବନଖଣ୍ଡର ନାକଟିଦେଉଳ ରେଞ୍ଜ ଅଙ୍ଗାବିରା ଚଡଚଡି ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ ।  ଅଙ୍ଗାବିରା ଗାଁର ଘନଶ୍ୟାମ ଗଡ଼ନାୟକଙ୍କ ଏକ ବାଛୁରୀକୁ ବାଘ ଆକ୍ରମଣ କରିଥିଲା ।  ଅଙ୍ଗବିରା-ଚଡ଼ଚଡ଼ି ରାସ୍ତାର ଗ୍ରାମ୍ୟ ଜଙ୍ଗଲରେ ଗୋରୁ ଚରୁଥିବା ବେଳେ କଲରାପତରିଆ…

ମିଛ ଅଭିନୟ କରି ବାଘ ପାଟିରୁ ବଞ୍ଚିଲା ବାଳକ

ଆପଣ ନିଶ୍ଚିତ ଭାବରେ ଏପରି ଅନେକ ଭାଇରାଲ୍ ଭିଡିଓ ଦେଖିଥିବେ ଯେଉଁଥିରେ ଗୃହପାଳିତ ପଶୁମାନେ ସେମାନଙ୍କ ମାଲିକମାନଙ୍କ ସହିତ ଅଜବ କାର୍ଯ୍ୟ କରନ୍ତି । ଆପଣ ନିଶ୍ଚୟ କିଛି ଭିଡିଓରେ ସିଂହ ଦେଖିଥିବେ । କିନ୍ତୁ ଆପଣ କୌଣସି ଭିଡିଓରେ ସିଂହ କିମ୍ବା ବାଘ ଗୃହପାଳିତ ପଶୁ ପରି ଆଚରଣ କରୁଥିବା…

କଲରାପତରିଆ ବାଘ ଆତଙ୍କ : ୧୧ ଘଣ୍ଟାର ଉଦ୍ୟମ ପରେ କାବୁ କଲା ବନବିଭାଗ

ବାଲେଶ୍ବର (କେନ୍ୟୁଜ): ଦୀର୍ଘ ୧୧ ଘଣ୍ଟାର ଉଦ୍ୟମ ପରେ ବାଘକୁ କାବୁ କଲା ବନବିଭାଗ ।  କାଲି ଦିନ ସାରା ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଲାଗି ରହିଥିଲା କଲରାପତରିଆ ବାଘ ଆତଙ୍କ ।  ଗଡ଼ ଗାଁରେ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ ।  ଆହତ ମହିଳା ଜଣଙ୍କ ନିଜ…

ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ବାରିପଦା (କେନ୍ୟୁଜ): ବାରିପଦା ସହର ଭିତରେ ପଶିଲା ବାଘ । ଲୋକେ ଆତଙ୍କିତ । ଭଞ୍ଜପୁର ଅଞ୍ଚଳରେ ଆଜି ସକାଳୁ ଏକ ବାଘ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ବନଭିଭାଗର କର୍ମଚାରୀ ସଜାଗ ରହିଛନ୍ତି । ବନ ବିଭାଗ ପହଞ୍ଚି ବାଘକୁ ଖୋଜା ଖୋଜି କରୁଛନ୍ତି । ସେପଟେ ବାଘ କଥା…

ଗାଁରେ ପଶିଲା ବାଘ, ଲୋକେ ଭୟରେ ପକାଇଲେ ତାଟି କବାଟ

ମୟୁରଭଞ୍ଜ(କେନ୍ୟୁଜ୍‌): ଗାଁ ରେ ପଶିଲା ବାଘ । ଲୋକେ ଆତଙ୍କିତ ବନ ବିଭାଗ ପକ୍ଷରୁ ବଘକୁ କାବୁ କରିବାକୁ ଉଦ୍ୟମ ଜାରି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଶାମାଖୁଣ୍ଟା ବ୍ଳକର ଜଗନ୍ନାଥପୁର ଗାଁରେ । ଆଜି ଗାଁର କଣ୍ଟା ବଣରେ ଏକ ବାଘ ଥିବା ଗାଁ ଲୋକେ…