ସଲମାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଓଟିଟିରେ ରିଲିଜ୍ ହେବ ‘ଟାଇଗର ୩’
ବଲିଉଡ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମୋଷ୍ଟ ପପୁଲାର ଫିଲ୍ମ ‘ଟାଇଗର ୩’ ଗତ ମାସ ନଭେମ୍ବର ୧୨ରେ ପୂରା ବିଶ୍ୱର ସିନେମା ହଲରେ ରିଲିଜ୍ କରାଯାଇଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି । ଏହା ବ୍ୟତୀତ ଫିଲ୍ମଟି କେବେ ଓଟିଟିରେ ରିଲିଜ ହେବ ଫ୍ୟାନ୍ସ…