Browsing Tag

tiger birth

ମହାବଳ ନନ୍ଦନ ଔରସରୁ ବାଘୁଣୀ ମେଘା ଜନ୍ମ ଦେଲା ୩ଟି ଛୁଆ, ସୂଚନା ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ

ଭୁବନେଶ୍ୱର (କେ.ନ୍ୟୁଜ): ମହାବଳ ବାଘ ନନ୍ଦନ ଔରସରୁ ବାଘୁଣୀ ମେଘା ଜନ୍ମ ଦେଇଛି ୩ ଟି ଛୁଆ। ଆଗରୁ ୨୦୧୬ ମସିହାରେ ୨ ଟି ମହାବଳ ବାଘ ନନ୍ଦନ ଓ ବାହୁବଳୀ କୁ ଜନ୍ମ ଦେଇଥିଲା ମେଘା। ମେଘା ର ଏହା ଦ୍ବିତୀୟ ଗର୍ଭ। ମେଘା ଜନ୍ମ ଦେଇଥିବା ୩ ଟି ଛୁଆ ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର…