Browsing Tag

tiger counting

ପ୍ରଥମ ଥର ପାଇଁ ଆସନ୍ତା ୧ରୁ ବାଘ ଗଣିବେ ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟରେ ବାଘ ଗଣନା କରାଯିବ । ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ବାଘ ଗଣନା ଆରମ୍ଭ ଆରମ୍ଭ ହେବ । ଏହି ଗଣନା ସରିବା ପରେ ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ । ରାଜ୍ୟରେ ୨୦ଟି ବାଘ ରହିଥିବା କେନ୍ଦ୍ର…

ଆଜିଠୁ ଶିମିଳିପାଳ ସମେତ ୩ ବନଖଣ୍ଡରେ ପ୍ରସ୍ତୁତି, ୧୮ରୁ ୨୫ ଚାଲିବ ବାଘ ଗଣନା

କରଞ୍ଜିଆ(କେନ୍ୟୁଜ୍):ଆଜିଠାରୁ ଶିମିଳିପାଳ ସମେତ ୩ ବନଖଣ୍ଡରେ ବାଘ ଗଣନା ପାଇଁ ପ୍ରସ୍ତୁତି। ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଶିମିଳିପାଳ ଅଭୟାରଣ୍ୟର ଥିବା ୧୬ ଟି ରେଞ୍ଜ ର ୨୦୯ ବିଟରେ ବାଘ ଗଣନା ହେବ । ୨ହଜାର ୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର…

ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା, ଆଜିଠୁ ତାଲିମ

ଭୁବନେଶ୍ୱର (କେନ୍ୟୁଜ): ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା । ଆଜିଠୁ ଆରମ୍ଭ ହେବ ତାଲିମ। ରାଜ୍ୟ ବନ ବିଭାଗ ସ୍ବତନ୍ତ୍ର ଭାବେ ନିଜସ୍ବ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଆଜିଠୁ ବାଘ ଗଣନା ପ୍ରକ୍ରିୟା ତାଲିମ ପ୍ରକ୍ରିୟା ଆରମ୍ଭ କରାଯିବ। ବିଭିନ୍ନ ପର୍ଯ୍ୟାୟରେ…

ଆଜି ଆସିବ ବାଘ ଗଣନା ରିପୋର୍ଟ, ମହୀଶୂରରେ ଆଇବିସିଏର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍(ବ୍ୟୁରୋ): ଆଜି ଆସିବ ବାଘ ଗଣନା ରିପୋର୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୀଶୂର ସ୍ଥିତ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଇଣ୍ଟରନ୍ୟାସନାଲ ବିଗ କ୍ୟାଟ୍ସ ଆଲାଏନ୍ସ ବା ଆଇବିସିଏର ଶୁଭାରମ୍ଭ କରିବେ । ଏଥିସହ ଦେଶର ସଦ୍ୟତମ ବାଘ ଗଣନା ରିପୋର୍ଟ ଜାରି କରିବେ…

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଅଘଟଣ: ବାଘ ଗଣନା ସମୟରେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର

କରଞ୍ଜିଆ(କେନ୍ୟୁଜ): ବାଘ ଗଣନା ସମୟରେ ହାତୀ ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ୬ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ଥିବା ୧୬ଟି ରେଞ୍ଜର ୧୭୩ଟି ସ୍ଥାନରେ ଚାଲିଛି ବାଘଗଣନା । ବାଘ ଗଣନା ସମୟରେ ଏହି ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଗଣନା କାର୍ଯ୍ୟରେ ନିୟୋଜିତ ଥିବା…

ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ସମୟରେ ଅଘଟଣ: ଭାଲୁ ଆକ୍ରମଣରେ ୨ ଗୁରୁତର

କରଞ୍ଜିଆ(କେନ୍ୟୁଜ୍‌): ଶିମିଳିପାଳ ଅଭୟାରଣ୍ୟରେ ଥିବା ୧୬ଟି ରେଞ୍ଜର ୧୭୩ଟି ସ୍ଥାନରେ ଚାଲିଛି ବାଘଗଣନା । ବାଘ ଗଣନା ସମୟରେ ଅଘଟଣ। ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନେ ଉତ୍ତର ଶିମିଳିପାଳର ଚହଲା ରେଞ୍ଜ ଅନ୍ତର୍ଗତ ତାମଳବନ୍ଧା କୋର ବିଟ୍‌ରେ ବାଘ ଗଣନା କରୁଥିବା ବେଳେ ଭାଲୁ…

ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ଲାଗିଛି ୫୦୦ରୁ ଅଧିକ କ୍ୟାମେରା

ମୟୁରଭଞ୍ଜ(କେ ନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ । କୋର ଓ ବଫର ଏରିଆ ସହିତ ଶିମିଳିପାଳ ପାଦ ଦେଶରେ ଚାଲିଛି ଗଣନା। କ୍ୟାମେରା, ବାଘର ପାଦଚିହ୍ନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ୱାରା ଗଣନା କାର୍ଯ୍ୟ କରାଯାଉଛି। ଜଙ୍ଗଲ ମଧ୍ୟରେ ଗଣନା ପାଇଁ ୫୦୦ରୁ ଉର୍ଦ୍ଧ୍ୱ କ୍ୟାମେରା ଲାଗିଛି।…

ଆସନ୍ତା ୨୬ରୁ ଶିମିଳିପାଳ ଅଭୟାରଣ୍ୟରେ ହେବ ବାଘ ଗଣନା

କରଞ୍ଜିଆ(କେନ୍ଯୁଜ୍): ଆସନ୍ତା ୨୬ରୁ ଶିମିଳିପାଳ ଅଭୟାରଣ୍ୟରେ ହେବ ବାଘ ଗଣନା । ଏଥିପାଇଁ କରଞ୍ଜିଆ ବନଖଣ୍ଡରେ ବନକର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ଶିମିଳିପାଳ ଅଭୟାରଣ୍ୟ ଡେପୁଟି ଡାଇରେକ୍ଟର ଆଜି ବଣସାହିଠାରେ ଥିବା ମେଘା ନର୍ସରୀ ନିକଟରେ ପହଂଚି କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି ।…

ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ୮୫ଜଣ କର୍ମଚାରୀ ତାଲିମରେ ସାମିଲ

ବାରିପଦା(କେନ୍ୟୁଜ୍):  ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବାରିପଦା ବନଖଣ୍ଡ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ତାଲିମ କାର୍ଯ୍ୟକ୍ରମ । ଶିମିଳିପାଳ ଅଭୟାରଣ୍ୟର କୋର ଓ ବଫର ଅଞ୍ଚଳର ୮୫ଜଣ କର୍ମଚାରୀଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।…