Browsing Tag

tiger in home

ଘରେ ପଶି ଖଟ ଉପରେ ୬ ଘଣ୍ଟା ଆରାମ କଲା ବାଘ, ତାପରେ ଧରିଲା ବନବିଭାଗ

ଗୁଜୁରାଟର ମୋଟୀ ଗୋଧିୟର ଗ୍ରାମରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗ୍ରାମବାସୀମାନେ ଏକ ତିନି ବର୍ଷର ବାଘକୁ ଏକ ଘରେ ବନ୍ଦ କରିଦେଇଥିଲେ ଏବଂ ଛଅ ଘଣ୍ଟା ପରେ ବନ ବିଭାଗ ଟିମ ପହଞ୍ଚିବା ପରେ ଦେଖିଥଲେ ଯେ ବାଘ ଛୁଆଟି ଘରର ଖଟ ଉପରେ ଆରାମ କରୁଥିଲା । ପୋଲିସକର୍ମୀଙ୍କ କହିବା ଅନୁଯାୟୀ…