ବାଘ ମାଂସ ଖାଇବା ଘଟଣା: ୨ ଫେରାର, ଅନ୍ୟ ଦୁଇଙ୍କୁ କାବୁ କଲା ବନ ବିଭାଗ
ନୂଆପଡ଼ା: ନୂଆପଡ଼ାରେ ବିଦ୍ୟୁତ୍ ତାରରେ ଲାଗି ବାଘର ମୃତ୍ୟୁ ପରେ ଶିକାରୀମାନେ ଏହାର ମାଂସକୁ ଭୋଜି କରି ଖାଇବା ଘଟଣା ଏବେ ଚର୍ଚ୍ଚାରେ ରହିଛି । ଏହି ଘଟଣାରେ ବନ ବିଭାଗ ୨ ଜଣ ଶିକାରୀଙ୍କୁ କାବୁ କରୁଥିବା ବେଳେ ଆଉ ୨ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ…