ଆଠଗଡ଼ ତିଗିରିଆ ରେଞ୍ଜରେ କଲରାପତରିଆ ଆତଙ୍କ, ଭୟରେ ଗାଁରେ ପଡ଼ିଯାଇଛି ତାଟି କବାଟ
ଆଠଗଡ଼(କେନ୍ୟୁଜ୍): ଗାଁରେ କଲରାପତରିଆ ଆତଙ୍କ । ଆଠଗଡ଼ ତିଗିରିଆ ରେଞ୍ଜରେ କଲରା ପତରିଆ ବାଘ ଆତଙ୍କ । ଭୟରେ ଅଞ୍ଚଳରେ ପଡ଼ିଯାଇଛି ତାଟି କବାଟ । ଗତକାଲି ଏକ ଦୁଇ ମାସର ବାଛୁରୀ ନିଖୋଜ ଥିଲା । ମିଳିଛି ଖଣ୍ଡ ବିଖଣ୍ଡିତ ମୃତଦେହ । ଗତକାଲିଠାରୁ ବାଛୁରୀ ମାଲିକ ବହୁ ଖୋଜାଖୋଜି କରିଥିଲେ । ଆଜି…