Browsing Tag

tiger skin

ବାଘ ଛାଲ ଜବତ, ୮ ଗିରଫ

ରାୟଗଡା : ବାଘ ଛାଲ ଜବତ, ୮ ଗିରଫ ।  ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ।  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଗୋଟିଏ ଚିତା ବାଘ ଛାଲକୁ ଏକ ଘରେ ମୁଲଚାଲ କରୁଥିବା ବେଳେ ବନ ବିଭାଗର ରେଞ୍ଜର ସଚ୍ଚିଦାନନ୍ଦ…

ବାଘ ଛାଲ ସହ ବଜ୍ରକାପ୍ତା କାତି ଜବତ, ମାଆ-ପୁଅଙ୍କୁ ଗିରଫ କଲା ବନବିଭାଗ

ନୟାଗଡ଼ : ମାଆ-ପୁଅ ଗିରଫ । ନୟାଗଡ଼ ଦଶପଲ୍ଲା ରେଞ୍ଜ ଅଧୀନ କୁଜାମେଣ୍ଡି ବିଟ୍ ହାଉସ୍ ର କୁଜାମେଣ୍ଢୀ ଗାଁରୁ ମା-ପୁଅ ଗିରଫ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମାଆ ଜ୍ଯୋସ୍ନାରାଣୀ ମଲ୍ଲିକ ଏବଂ ପୁଅ ପ୍ରଦୀପ ମଲ୍ଲିକଙ୍କୁ…

ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର, ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ

ଭୁବନେଶ୍ବର: ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର । ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଗୋଟିଏ ବାଘ ଛାଲ ଜବତ । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱରର ଏକ ତାରକା ହୋଟେଲ କଡ଼ରେ ଡିଲ ବେଳେ ଧରାପଡ଼ିଛି ଏହି ରାକେଟ । ରୋହିତ ମହାପାତ୍ର ନାମକ…

ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ସିନାପାଲି ବନବିଭାଗ, ଅଭିଯୁକ୍ତକୁ ଗିରଫ ପରେ କରାଗଲା କୋର୍ଟଚାଲାଣ

ନୂଆପଡ଼ା : ଡିଲ୍ ବେଳେ ବାଘ ଛାଲ ସହ ଜଣେ ଗିରଫ ।  ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ସିନାପାଲି ବନବିଭାଗ ।  ନୂଆପଡ଼ା ଜିଲ୍ଲା ସିନାପାଲି ବନବିଭାଗ ରେଞ୍ଜ ଚଟିଆଗୁଡା ଗାଁ ନିକଟରେ ବନବିଭାଗ ପକ୍ଷରୁ ଚଢ଼ାଉ ଜାରି ରଖିଛି ।  ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ…

ବାଘ ଛାଲ ଜବତ, ୧୦ ଗିରଫ

ବାଲେଶ୍ବର : ବାଲେଶ୍ବର ବନ ବିଭାଗ ପକ୍ଷରୁ ବଡ ଧରଣର ରେଡ୍ । ବାଘ ଛାଲ ଜବତ କରିବା ସହ ରାକେଟ ଠାବ କରିବାରେ ସମର୍ଥ ହୋଇଛି ବାଲେଶ୍ଵର ବନବିଭାଗ । ସମସ୍ତ ଗିରଫ ବ୍ୟକ୍ତି ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର । ଗିରଫ ସଂଖ୍ୟା ୧୦ରୁ ଉର୍ଦ୍ଧ୍ବ ହେବ । ବାଘ ଛାଲ ଚୋରା ଚାଲାଣ ବେଳେ…

୨ ବାଘଛାଲ ବେପାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ, ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଅଦାଲତ

ରାୟଗଡ଼ା : ୨ ବାଘଛାଲ ବେପାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ।  ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ।  ଜରିମାନା ଅନାଦେୟେ ଅଧିକ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଅଦାଲତ ।  ୯ ଜଣ ସାକ୍ଷୀ ଓ ୧୫ ଦସ୍ତାବିଜ ଆଧାରରେ ସଜା ଶୁଣାଇଛନ୍ତି ଅଦାଲତ । …

ବାଘଛାଲ ଓ ବନ୍ଧୁକ ସହ ତିନ ଗିରଫ

କନ୍ଧମାଳ : ଫୁଲବାଣୀ ବନ ବିଭାଗକୁ ମିଳିଛି ସଫଳତା । କଲରା ପତରିଆ ବାଘ ଛାଲ ଡିଲ ହେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ବନ ବିଭାଗର ଟିମ୍ ଗୁଦାରୀ ଗ୍ରାମ ନିକଟରେ , ଦୁଇଟି ବାଇକ୍ ରେ ତିନି ଜଣ ବାଘ ଛାଲ ମାଫିଆ ଡ଼ିଲ କରୁଥିବା ସମୟରେ ମାଡ଼ି ବସିଥିଲେ…

୨ ଟି ବାଘ ଛାଲ ଜବତ, ୫ ଶିକାରୀ ଗିରଫ

କନ୍ଧମାଳ : ଫୁଲବାଣୀ ବନ ଖଣ୍ଡକୁ ମିଳିଛି ଏକ ବଡ ସଫଳତା । ୫ ଜଣ ଶିକାରୀ ସହ ଜଣେ ବ୍ୟବସାୟୀକୁ ଗିରଫ କରି ତାଙ୍କ ଠାରୁ ୨ ଟି କଲରାପତରିଆ ବାଘ ଛାଲ, ୬ ଟି କୁଟୁରା ଚମଡା, ଗୋଧି ଚମଡା ୨ ଟି ଉଦ୍ଧାର କରିଛି ବନ ବିଭାଗ । ଫୁଲବାଣୀ ବନ ଖଣ୍ଡର ଟିକାବାଲି ରେଞ୍ଜ ଅନ୍ତର୍ଗତ ଦଳପଡା ପଂଚାୟତର…

ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ବନବିଭାଗର ସ୍ୱତନ୍ତ୍ର ଟିମ, ୫ ଗିରଫ

ନୂଆପଡା : ନୂଆପଡା ଜିଲ୍ଲାରେ ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ଖଡ଼ିଆଳ ବନବିଭାଗର ସ୍ୱତନ୍ତ୍ର ଟିମ  l  ଏହି ଚଢ଼ାଉରେ ଗୋଟିଏ ବାଘ ଛାଲ ଜବତ ହେବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି  l କୋମନା ଥାନା ଅନ୍ତର୍ଗତ ହରିପୁର ଗାଁରେ ଡିଲ ଚାଲିଥିବା ବେଳେ ବନ ବିଭାଗ ମାଡିବସି ବାଘ ଛାଲ ସହ ୫…

ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ, ୨ ବାଘଛାଲ ଜବତ ସହ ୭ ଗିରଫ

ନୂଆପଡ଼ା (କେନ୍ୟୁଜ୍‌): ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ । ନୂଆପଡ଼ା ଖଡ଼ିଆଳ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାଘଛାଲ ଜବତ କରାଯାଇଛି । ଏକ ଲଜରେ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଥିଲେ ବନ ବିଭାଗ କର୍ମଚାରୀ । ୨ ବାଘଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନଙ୍କଠାରୁ…

STF ପଞ୍ଝାରେ ଦୁଇ ବାଘଛାଲ ବେପାରୀ, ଗ୍ରାହକ ସାଜି ମାଡ଼ିବସିଲେ

ଦଶପଲ୍ଲା(କେନ୍ୟୁଜ): STF ପଞ୍ଝାରେ ବାଘଛାଲ ବେପାରୀ। ଗ୍ରାହକ ସାଜି ମାଡ଼ିବସିଲା ଟିମ୍। ଦୁଇ ବାଘ ଛାଲ ବେପାରୀଙ୍କୁ ଦଶପଲ୍ଲାରୁ ଗିରଫ କରିଛି ଏସଟିଏଫ। ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ହେଉଥିଲା ଡିଲ। ତେବେ କେଉଁଠୁ ଛାଲ…

୪ କଲରାପତରିଆ ବାଘ ଛାଲ ଜବତ, ୩ ଶିକାରୀ ଗିରଫ

ମୟୁରଭଞ୍ଜ : ୪ କଲରାପତରିଆ ବାଘ ଛାଲ ଜବତ । ୩ ଶିକାରୀ ଗିରଫ । ଶିମିଳିପାଳ ପାଦଦେଶରେ ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ ଚଢ଼ାଉ କରି ବନବିଭାଗ ଏହି ସଫଳତା ପାଇଛି । ବାରିପଦା ବନଖଣ୍ଡ ଅଧିକାରୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକଙ୍କ ମିଳିତ ଚଢ଼ାଉରେ…