Browsing Tag

tiger skin racket exposed

ରାଇରଙ୍ଗପୁର କଟାସ ଗାଁରୁ ବାଘ ଛାଲ ଜବତ, ଦୁଇ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁରେ ବାଘ ଛାଲ ଜବତ। ବାଘ ଛାଲ କାରବାର ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବାଘ ଛାଲ ସହ ୨ଜଣଙ୍କୁ ଗିରଫ କରିଛି ବନ ବିଭାଗ। ତା ସହ ବାଇକ୍‌ ମଧ୍ୟ ଜବତ ହୋଇଛି। ବାଘ…

ନୟାଗଡରୁ ପୁଣି ବାଘଛାଲ ର‍୍ୟାକେଟର ପର୍ଦ୍ଦାଫାସ୍ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍

ନୟାଗଡ: ପୁଣି ନୟାଗଡରୁ ବାଘଛାଲ ର‍୍ୟାକେଟର ପର୍ଦ୍ଦାଫାସ । ଜିଲ୍ଲାର ରଣପୁର ଅଞ୍ଚଳରୁ ୨ଟି ବାଘ ଛାଲ ଜବତ । ଜବତ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚଢଉ କରି ବାଘ ଛାଲ ଜବତ କରିଥିଲା ।…

ବାଘ ଛାଲ ର‍୍ୟାକେଟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ STF, ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବେପାରୀ ଗିରଫ

ନୟାଗଡ: ବାଘ ଛାଲ ର‍୍ୟାକେଟର ହେଲା ପର୍ଦ୍ଦାଫାଶ। କ୍ରାଇମବ୍ରାଞ୍ଚ STF ପର୍ଦ୍ଦାଫାଶ କରିଛି ଏହି ର‍୍ୟାକେଟକୁ । ୨ଟି କଲରା ପତରିଆ ବାଘ ଛାଲ ଓ ହରିଣ ଛାଲ ଜବତ କରିଛି STF। ଏହି ଚୋରା କାରବାରରେ ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବେପାରୀଙ୍କୁ ଗିରଫ କରାଯାଇଛି। ଆଜି ସେମାନଙ୍କୁ ଦଶପଲ୍ଲା…