Browsing Tag

tiger skin seized

ଦୁଇଟି ସ୍ଥାନରୁ ୩ ବାଘଛାଲ ଜବତ, ୧୧ ଗିରଫ

ରାୟଗଡ଼ା: ଦୁଇଟି ସ୍ଥାନରୁ ୩ ବାଘଛାଲ ଜବତ, ୧୧ ଗିରଫ। ରାୟଗଡ଼ା ଜିଲ୍ଲାରେ ବିରଳ ପ୍ରାଣୀ ଚୋରା ଚାଲାଣ ରାକେଟ ସକ୍ରିୟ। କଲ୍ୟାଣସିଂହପୁର ବନାଞ୍ଚଳ ଅଧୀନ ରିବଲକଣା ଗାଁରେ ଚଢ଼ଉ କରି ବାଘ ଛାଲ ଜବତ କରିଛି ବନ ବିଭାଗ । ଏହି ଘଟଣାରେ କଳାହାଣ୍ଡି ଜିଲ୍ଲାର ୪ଜଣ ଓ ରାୟଗଡା ଜିଲ୍ଲାର ୫ ଜଣଙ୍କୁ…

ପୁଣି କଳାବାଘ ଛାଲ ଜବତ; ୩ ଗିରଫ

ମୟୁରଭଞ୍ଜ : ପୁଣି କଳାବାଘ ଛାଲ ଜବତ ।  ଶିମିଳିପାଳ ଖୁଣ୍ଟା ଥାନା ବାସିପିଠା ଅଞ୍ଚଳରେ ବାଘ ଛାଲ ବିକ୍ରୀ ଉଦ୍ୟମ ବେଳେ ବିଶ୍ବସ୍ତ ସୂତ୍ରରରୁ ଖବର ପାଇ ବନ ବିଭାଗ ଚଢାଉ କରିଥିଲା ।  ଘଟଣା ସ୍ଥଳରୁ କଳା ମହାବଳ ବାଘ ଛାଲ ଜବତ ସହ ୩ ଅଭିଯୁକ୍ତକୁ ଗିରଫ କରିଛି ଶିମିଳିପାଳ କତ୍ତୃପକ୍ଷ । …

୬ ଫୁଟ ଲମ୍ୱର ବାଘଛାଲ ଜବତ, ୨ ଗିରଫ

ଉମରକୋଟ : ୬ ଫୁଟ ଲମ୍ୱର ବାଘଛାଲ ଜବତ, ୨ ଗିରଫ । ନବରଙ୍ଗପୁର ବନ ବିଭାଗକୁ ମିଳିଛି ବଡ଼ ସଫଳତା । କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଦୁଇ ଜଣ ଆନ୍ତଃଜିଲ୍ଲା ଚୋରା ବ୍ୟବସାୟୀ ଗିରଫ । ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ACFଙ୍କ ନେତୃତ୍ୱରେ ଏକ…

ଡିଲ ବେଳେ ମାଡ଼ିବସିଲା ବନବିଭାଗ, ୨ ଶିକାରୀ ସହ ବାଘ ଛାଲ ଜବତ

ହରଭଙ୍ଗା: ଡିଲ ବେଳେ ମାଡ଼ିବସିଲା ବନବିଭାଗ । ୨ ଶିକାରୀ ସହ ବାଘ ଛାଲ ଜବତ । ବୌଦ୍ଧ ବନଖଣ୍ଡ ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ କରଞ୍ଜକଟା ଗ୍ରାମ ନିକଟରେ ବନବିଭାଗର ଚଢାଉ । ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜକଟା ଗ୍ରାମର ଅଭୟ ନାୟକ ଓ ବାଇସପଡ଼ା ଗ୍ରାମର ନୀଳକଣ୍ଠ କହଁର । ଏବେ ଶିକାରୀ ଦୁଇ…

ଶିମିଳିପାଳରେ କଳା ବାଘ ଶିକାର, ବାଘ ଛାଲ ଜବତ୍ ସହ ୨ ଗିରଫ

ମୟୁରଭଞ୍ଜ : ଶିମିଳିପାଳରେ କଳା ବାଘ ଶିକାର ।  ଶିକାର କରି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ ।  ବାଘ ଛାଲ ଜବତ୍ କରିବା ସହ ଘଟଣା ସ୍ଥଲରୁ ୨ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ ।  ବାରିପଦା ବନଖଣ୍ଡ ଅଧୀନସ୍ଥ କୁଳିଅଣା ନିକଟରୁ ଗୋଟିଏ…

ବାଘ ଛାଲ ଜବତ, ୬ ଅଭିଯୁକ୍ତ ଗିରଫ

ନୂଆପଡ଼ା: ବାଘ ଛାଲ ସହ ୬ ଅଭିଯୁକ୍ତ ଗିରଫ ।  ବାଘ ଛାଲ ଡିଲ ବେଳେ ୬ ଜଣ ବେପାରୀ ଗିରଫ ।  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିନ ଶରଧାପୁର ଓ ପାତାଳଘୁଟକୁରୀ ଗାଁରେ ବାଘ ଛାଲ ଡିଲ ବେପାରୀଙ୍କୁ କାବୁ କରିଛି ।  ସେମାନଙ୍କ ଠାରୁ ଦୁଇଟି କଲରାପତରିଆ ବାଘ ଛାଲ, ୨ଟି ସମ୍ବର ଶିଙ୍ଗ ଓ କିଛି…

ଶିମିଳିପାଳରୁ କଳାବାଘ ଛାଲ ଜବତ: ୪ ଗିରଫ,ମାଷ୍ଟରମାଇଣ୍ଡ ଫେରାର

ମୟୁରଭଞ୍ଜ : ଶିମିଳିପାଳରେ ମାତିଲେ ଶିକାରୀ । କଳାବାଘ ଛାଲ ଜବତ । ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ମାଷ୍ଟରମାଇଣ୍ଡ ଫେରାର ରହିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳର ବଣିଆଦର ଓ ଦୁବଲାଖୁଣ୍ଟା ଅଞ୍ଚଳରୁ ପୃଥକ ପୃଥକ ଭାବେ ୪ଜଣଙ୍କୁ ଗିରଫ…

ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF, ଜଣେ ଗିରଫ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ STF କବଜାରେ ବାଘଛାଲ ଶିକାରୀ ।  କଲରାପତରିଆ ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF  ।  ବଲାଙ୍ଗିର ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା-ମନମୁଣ୍ଡା ରାସ୍ତା ମେହେରୁଣୀ ସେତୁ ନିକଟରେ ଚାଲିଥିଲା ଡିଲ୍ । ଗିରଫ ଅଭିଯୁକ୍ତ ହେଲା ପରିବନ୍ଧ ଗ୍ରାମର…

ବୌଦ୍ଧ : ପୁଣି ବାଘଛାଲ ଜବତ ୨ ଗିରଫ

ବୌଦ୍ଧ (କେନ୍ୟୁଜ): ବଲାଙ୍ଗିରରେ ପୁଣି ବାଘଛାଲ ଜବତ ୨ ଗିରଫ । ବାଘ ଛାଲ ଡିଲ୍ ବେଳେ ମାଡି ବସିଲେ ବନ ବିଭାଗ କର୍ମଚାରୀ । ବୌଦ୍ଧ ଜିଲ୍ଲା କଣ୍ଟାମଲ ରେଞ୍ଜ ଘଣ୍ଟାପଡା ସେକ୍ସନର ଫଟାମୁଣ୍ଡା ଗାଁର ଏକ ପାଳଗଦାରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବାଘ ଛାଲ ଚାଲାଣ ହେଉଥିବା ଖବର ପାଇବା ପରେ…

STF ପଞ୍ଝାରେ ଦୁଇ ବାଘଛାଲ ବେପାରୀ, ଗ୍ରାହକ ସାଜି ମାଡ଼ିବସିଲେ

ଦଶପଲ୍ଲା(କେନ୍ୟୁଜ): STF ପଞ୍ଝାରେ ବାଘଛାଲ ବେପାରୀ। ଗ୍ରାହକ ସାଜି ମାଡ଼ିବସିଲା ଟିମ୍। ଦୁଇ ବାଘ ଛାଲ ବେପାରୀଙ୍କୁ ଦଶପଲ୍ଲାରୁ ଗିରଫ କରିଛି ଏସଟିଏଫ। ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ହେଉଥିଲା ଡିଲ। ତେବେ କେଉଁଠୁ ଛାଲ…

ବନବିଭାଗ ଓ ପୋଲିସର ମିଳିତ ଚଢଉ: ଢାବାରେ ବାଘ ଛାଲ ଡିଲ୍‌ ବେଳେ ୮ ଗିରଫ

ମୟୂରଭଞ୍ଜ (କେନ୍ୟୁଜ): ଢାବାରେ ବାଘ ଛାଲ ଡିଲ୍‌ ବେଳେ ବନବିଭାଗ ଓ ପୋଲିସର ଚଢଉ। କଲରାପତରିଆ ବାଘ ଛାଲ ଜବତ କରି ୮ଜଣଙ୍କୁ ଗିରଫ କରିଛି ପୋଲିସ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳର କାଣିମହୁଲି ଠାରେ ବାଘ ଛାଲ ଡ଼ିଲ ବେଳେ ପୋଲିସ ଓ ବନବିଭାଗ ମିଳିତ ଚଢାଉ କରିଥିଲେ। ବାଘ ଛାଲ…

ଏସ୍‌ଟିଏଫ୍‌ ପଞ୍ଝାରେ ଆଉ ଜଣେ ବାଘଛାଲ ବେପାରୀ, ବିକ୍ରି ପାଇଁ ଡ଼ିଲ ଚାଲିଥିବା ବେଳେ ଚଢାଉ

ଉଦଳା(କେନ୍ୟୁଜ):ଏସ୍‌ଟିଏଫ୍‌ ପଞ୍ଝାରେ ଆଉ ଜଣେ ବାଘଛାଲ ବେପାରୀ । ଗିରଫ ବେପାରୀ ହେଲେ ଶାସଙ୍ଗବେଡା ଗାଁର ପୂର୍ଣ୍ଣଚନ୍ଦ୍ର ମାଝୀ । ଘଟଣାରେ ପୂର୍ବରୁ ୨ ଜଣ ଗିରଫ ହୋଇଥିଲେ । ବାରିପଦା ରାସ୍ତାର ବିସିପୁର ଛକ ନିକଟରେ ମହାବଳ ବାଘଛାଲ ବିକ୍ରି ପାଇଁ ଡ଼ିଲ ଚାଲିଥିବା ବେଳେ ଚଢାଉ କରିଥିଲା…