ବାଲାଙ୍ଗିର କଂସରା ଗାଁରୁ କଲରାପତରିଆ ବାଘ ଛାଲ ଜବତ କଲା ବନ ବିଭାଗ, ଜଣେ ଅଟକ
ବଲାଙ୍ଗିର (କେନ୍ଯୁଜ୍): ପୁଣି ବାଘ ଛାଲ ଜବତ। କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଅଟକ ରଖିଛି ବଲାଙ୍ଗିର ବନ ବିଭାଗ। ବାଲାଙ୍ଗିର ସଇଁତଳା ରେଞ୍ଜ ଅଧିନସ୍ଥ କଂସରା ଗାଁର ବିଶ୍ୱାମିତ୍ର ରଣାଙ୍କ ଘରେ ଚଢାଉ କରାଯାଇ ବାଘ ଛାଲ ଜବତ ହୋଇଛି।
ଏହାର ଓଜନ ପ୍ରାୟ ୩କେଜି ହେବ। ଘଟଣାସ୍ଥଳରୁ…