Browsing Tag

tiger sundari

କଣ ହେବ ବାଘୁଣୀ ସୁନ୍ଦରୀର ଭବିଷ୍ୟତ?,ପୁଣି ମଧ୍ୟପ୍ରଦେଶ ଫେରାଇ ନେବାକୁ ମଧ୍ୟପ୍ରଦେଶ ହାଇକୋର୍ଟରେ ହେଲା ଜନସ୍ୱାର୍ଥ…

ଅନୁଗୁଳ(କେନ୍ୟୁଜ୍): ସାତକୋଶିଆ ଅଭୟାରଣ୍ୟର ବାଘୁଣୀ ସୁନ୍ଦରୀର ଭବିଷ୍ୟତ କଣ ହେବ? ସୁନ୍ଦରୀକୁ ପୁଣି ମଧ୍ୟପ୍ରଦେଶ ଫେରାଇ ନେବାକୁ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଓଡ଼ିଶାରୁ ସୁନ୍ଦରୀକୁ ଫେରାଇ ନେବାକୁ ଏନଟିସିଏ ମଧ୍ୟପ୍ରଦେଶ ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲା।…

ଅନ୍ତରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଫେଲ୍‌ ମାରିବା ପ୍ରସଙ୍ଗରେ PCCF ବନ୍ୟଜନ୍ତୁଙ୍କ ପ୍ରତିକ୍ରିୟା, କହିଲେ ପ୍ରକଳ୍ପ ବିଫଳର…

ଭୁବନେଶ୍ବର: ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଫେଲ ମାରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିପିସିଏଫ ବନ୍ୟଜନ୍ତୁ। ପୁରୁଷ ବାଘ ମହାବୀରର ମୃତ୍ୟୁ ସହ ପ୍ରକଳ୍ପ ବିକଳ୍ପ ହେବା ପଛରେ ଅନେକ କାରଣ ରହିଛି। ପ୍ରଥମରୁ ସ୍ଥାନୀୟ ଲୋକେ ବାଘରୁ ନେଇ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହେଲେ। ସାତକୋଶିଆ…

ନନ୍ଦନକାନନ ଆସିବନି ସୁନ୍ଦରୀ

ଭୁବନେଶ୍ବର : ନନ୍ଦନକାନନ ଆସିବନି ବାଘୁଣୀ ସୁନ୍ଦରୀ । ସ୍ଥାନାନ୍ତରଣ ନେଇ ପ୍ରଶ୍ନ ଉଠାଇଲେ ସେଣ୍ଟ୍ରାଲ ଜୁ ଅଥରିଟି । ଏ ନେଇ PCCF, ଓଡ଼ିଶାକୁ ଚିଠି ଲେଖିଛନ୍ତି ସେଣ୍ଟ୍ରାଲ ଜୁ ଅଥରିଟି । ଜଙ୍ଗଲି ଜନ୍ତୁଙ୍କୁ ଚିଡିଆଖାନାରେ ରଖିବା ନିୟମ ନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ…

ଏଥର କାବୁ ହେବ କି ବାଘୁଣୀ? ସାତକୋଶିଆରେ ଆଜିଠୁ ପୁଣି ଅପରେସନ ସୁନ୍ଦରୀ

ଅନୁଗୁଳ (କେନ୍ୟୁଜ୍) : ଏଥର କାବୁ ହେବ କି ସୁନ୍ଦରୀ ? ସାତକୋଶିଆରେ ଆଜିଠୁ ପୁଣି ଆରମ୍ଭ ହେବ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଅପରେସନ । କୁମକି ହାତୀ ଯଶୋଦା ପିଠିରେ ବସି ବିଶେଷଜ୍ଞମାନେ ସୁନ୍ଦରୀ ତଲାସରେ ବାହାରିବେ । ଏଥିପାଇଁ ଚନ୍ଦକାରୁ ତାଲିମପ୍ରାପ୍ତ ହାତୀ ଯଶୋଦା ସହ ୪…

ଅନୁଗୁଳ : ଉତପାତ୍ କରୁଛି ‘ସୁନ୍ଦରୀ’

ଅନୁଗୁଳ (କେନ୍ୟୁଜ୍) : ପୁଣି ମଣିଷ ମାରିଲା ବାଘୁଣୀ ‘ସୁନ୍ଦରୀ’ । ଅନୁଗୁଳ ଟାଇଁସି ଗାଁରେ ଜଣଙ୍କୁ ଝାମ୍ପିନେଲା‘ସୁନ୍ଦରୀ’ । ବିଲକୁ ଯାଇଥିବାବେଳେ ତ୍ରିନାଥ ସାହୁଙ୍କୁ ଝାମ୍ପିନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଏହା ବାଘୁଣୀ ସୁନ୍ଦରୀର କାମ ବୋଲି ଗାଁଲୋକେ ଅଭିଯୋଗ କରିଛନ୍ତି । ଏହାକୁ…

ସୁନ୍ଦରୀ କାଣ୍ଡ, ଝାମ୍ପି ନେଲା ବାଇକ୍ ଚାଳକ

ଅନୁଗୁଳ (କେନ୍ଯୁଜ୍) : ସାତକୋଶିଆ ଅଭୟାରଣ୍ୟର ତରଭା ଅଞ୍ଚଳରେ ଘୁରି ବୁଲୁଛି ବାଘୁଣୀ। ଆଜି ଜଣେ ବାଇକ୍‌  ଚାଳକଙ୍କ ଉପରକୁ ସୁନ୍ଦରୀ ଝାମ୍ପ ମାରିଥିବା ନେଇ ସୂଚନା ମିଳିଛି। ତେବେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଣି ଥରେ ଜନବସତି ଏରିଆରେ ସୁନ୍ଦରୀ ଘୁରି ବୁଲୁଥିବାରୁ ଲୋକେ…

ସାତକୋଶିଆକୁ ଫେରିଲା ସୁନ୍ଦରୀ, ବନବିଭାଗ ଆଶ୍ୱସ୍ତ

ଅନୁଗୁଳ(କେନ୍ଯୁଜ୍) : ସାତକୋଶିଆକୁ ଫେରିଲା ସୁନ୍ଦରୀ। ବାଘୁଣୀ ଏବେ ସାତକୋଶିଆର କୋର ଏରିଆରେ ରହିଛି। ପୁରୁଣାକୋର୍ଟର ଭୃକୁଣ୍ଡି ଏବଂ ଛୋଟକେଇ ଅଞ୍ଚଳରେ ସୁନ୍ଦରୀ ଘୁରି ବୁଲୁଛି। କୋର୍‌ ଏରିଆକୁ ବାଗୁଣୀ ଆସିବା ପରେ ବନବିଭାଗ ଓ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି। ଏବେ ସୁନ୍ଦରୀ ବାଘ କାହ୍ନା…

ଏବେ ସହର ମୁହାଁ ସୁନ୍ଦରୀ, ବଢ଼ିଲା ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା

ଅନୁଗୁଳ (କେନ୍ଯୁଜ୍) :ଆଠମଲ୍ଲିକ ରେଞ୍ଜର ହାତିଧରା ସଂରକ୍ଷିତ ଜଙ୍ଗଲର ଯଦୁପୁର-ଦୋରୁଆରେ ବୁଲୁଛି ବାଘୁଣୀ ସୁନ୍ଦରୀ । ବାଘୁଣୀ ଏବେ ଆଠମଲ୍ଲିକ ମୁହାଁ ହୋଇଛି । ବାଘୁଣୀ ସୁନ୍ଦରୀ ବୁଲୁଥିବାର ଖବର ପାଇ ବନ ବିଭାଗ ଟିମ୍‌ ଘଉଡାଇବାକୁ ଉଦ୍ୟମ କରିଥିଲେ । ଗତକାଲିଠାରୁ ଆଠମଲ୍ଲିକ କଲେଜ ପାଖରେ…

କେଉଁଠି ରହିବ ବାଘୁଣୀ ସୁନ୍ଦରୀ ? ସାତକୋଶିଆ ନା ଅନ୍ୟ ଜଙ୍ଗଲକୁ ହେବ ସ୍ଥାନାନ୍ତର

ଅନୁଗୁଳ(କେନ୍ଯୁଜ୍) : ସାତକୋଶିଆରେ ରହିବ ନା ଓଡ଼ିଶାର ଅନ୍ୟ କେଉଁ ଜଙ୍ଗଲକୁ ସ୍ଥାନାନ୍ତର ହେବ ବାଘୁଣୀ ସୁନ୍ଦରୀ ? ସାତକୋଶିଆରେ ବାଘୁଣୀର ଗତିବିଧି ଅନୁଧ୍ୟାନ କରୁଛନ୍ତି ଓ୍ଵାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ବିଶେଷଜ୍ଞ ଟିମ୍‌ । କେଉଁଠି ନିରାପଦ ସ୍ଥାନରେ ସୁନ୍ଦରୀକୁ ରଖାଯିବ…

ସୁନ୍ଦରୀର ଆତଙ୍କ ଜାରି, ମଣିଷ ପରେ ଏବେ ପଶୁ ଶିକାର

ଅନୁଗୁଳ(କେନ୍ଯୁଜ୍): ସାତକୋଶିଆରେ ପୁଣି ସୁନ୍ଦରୀ ଆତଙ୍କ। ଗତକାଲି ଗାଁରେ ପଶି ଗାଇଗୋରୁଙ୍କୁ ମାରିଛି ବଘୁଣୀ। ଧଣ୍ଡାତୋପା ରେଞ୍ଜ ବିପ୍ରଡିହ ଗାଁରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ଦୁଇ ଦିନ ତଳେ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ସେପଟେ ୪୦ ଜଣିଆ…

ପୁଣି ଚର୍ଚ୍ଚାରେ ବାଘୁଣୀ ସୁନ୍ଦରୀ, ଝାମ୍ପି ମାରିଲା ଜଣେ ମହିଳାଙ୍କୁ

ଅନୁଗୁଳ(କେନ୍ଯୁଜ୍) : ପୁଣି ଚର୍ଚ୍ଚାରେ ବାଘୁଣୀ ସୁନ୍ଦରୀ । ଜଣେ ମହିଳାଙ୍କୁ ଝାମ୍ପି ମାରି ଦେଇଥିବା ଅଭିଯୋଗ ହୋଇଛି । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ଲାଗି ରହିଛି । ଟିକରପଡ଼ା ରେଞ୍ଜ ଅଫିସ, ହାତୀବାରି ଫରେଷ୍ଟ…