Browsing Tag

tiger terror

ଗଞ୍ଜାମରେ ଥମୁନି ବାଘ ଆତଙ୍କ, ବଳଦ ପରେ ଛେଳିକୁ ଖାଇଲା ମହାବଳ

ଗଞ୍ଜାମ: ବଳଦ ପରେ ଛେଳି ଖାଇଲା ବାଘ । ଗଞ୍ଜାମ ଜିଲ୍ଲାରେ ଥମୁନି ବାଘ ଆତଙ୍କ । ୧୬ ନମ୍ବର ଜାତୀୟ ରାଜପଥରେ ବାଘ ରାସ୍ତା ଅତିକ୍ରମ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହାସହ ସହି ସ୍ଥାନରେ ବାଘର ପାଦ ଚିହ୍ନ ମଧ୍ୟ ଠାବ କରାଯାଇଛି । ଏହା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ…

ପୁଣି ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ, ସିସିଟିଭିରେ କଏଦ ହେଲା ରାସ୍ତା ଅତିକ୍ରମ କରୁଥିବା ଫୁଟେଜ

ଗଞ୍ଜାମ: ପୁଣି ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ । ବ୍ରହ୍ମପୁର ନିକଟ ନିଷ୍ଟ କଲେଜ ପାଖ ୧୬ ନମ୍ବର ଜାତୀୟ ରାଜପଥରେ ମହାବଳ ବାଘ ରାସ୍ତା ଅତିକ୍ରମ କରୁଥବା ଫୁଟେଜ ଜଣେ ପର୍ଯ୍ୟଟକଙ୍କ କାରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି । ଗତ ୨୫ ତାରିଖରୁ ମହାବଳ ବାଘ ଗଞ୍ଜାମରେ ବୁଲୁଥିବା ନେଇ ACF…

କନ୍ଧମାଳ କୋଟଗଡ଼ ଜଙ୍ଗଲରେ ବାଘ ଆତଙ୍କ, ସପ୍ତାହ ଭିତରେ ଖାଇଲାଣି ୧୦ ଛେଳି

କନ୍ଧମାଳ :  କୋଟଗଡ଼ ରେଞ୍ଜ ସାର୍ତ୍ତୁଲ ଗାଁ ଜଙ୍ଗଲରେ ବାଘ ଆତଙ୍କ ।  ଏକ ସପ୍ତାହ ମଧ୍ୟରେ ଜଙ୍ଗଲରେ ୧୦ରୁ ଉର୍ଦ୍ଧ୍ବ ଛେଳିକୁ ମାରି ଖାଇଥିବା ସାର୍ତ୍ତୁଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ସହ ଜଙ୍ଗଲରେ ବାଘ ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । କୋଟଗଡ଼ ବନ ବିଭାଗକୁ ଏନେଇ ଖବର…

ଆଳିରେ ବାଘ ଆତଙ୍କ ସନ୍ଦେହ : ବନବିଭାଗର ଖୋଜା ଖୋଜି ଜାରି

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳିରେ ବାଘ ଆତଙ୍କ । ବାଘ ପରି ଦେଖା ଯାଉଥିବା ଏକ ଅଜଣା ଜନ୍ତୁଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଗତକାଲି ଆଳି ଡ଼ାକବଙ୍ଗଳା ଛକରେ ବାଘ ପରି ଦିଶୁଥିବା ଏକ ଅଜଣା ଜନ୍ତୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଏକ ନିକାଞ୍ଚନ ପଡ଼ିଆରେ ବାଘ…

ଟ୍ରାପ୍ କ୍ୟାମେରା ଲଗାଇଛି ବନବିଭାଗ, ତଥାପି ଅଦୃଶ୍ୟ ବାଘର ପତ୍ତା ମିଳୁନି

ଭଞ୍ଜନଗର: ବାଘ ନେଇଗଲା ! ଗୋଠରେ ପଶିଲା, ଆଉ ଆଖି ପଛୁଳାକେ ଗୋଟିଏ ଗାଈ ଓ ବାଛୁରୀକୁ ଟାଣି ନେଇଗଲା ।  ଏବେ ଜଙ୍ଗଲ ଭିତରେ ତନ୍ନତନ୍ନ କରି ମୃତଦେହକୁ ଖୋଜୁଛି ବନବିଭାଗ । ହେଲେ ମିଳୁନି ସେମାନଙ୍କ ମୃତଦେହ । ଏମିତି ଏକ ଘଟଣା ପୁଣି ନଜରକୁ ଆସିଛି, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ…

ପୁଣି ବାଘ ଆତଙ୍କ : ଭୟରେ ସନ୍ଧ୍ୟା ହେଲେ ଘରୁ ବାହାରୁନାହାନ୍ତି ଲୋକେ

ଭଞ୍ଜନଗର : ପୁଣି ବାଘ ଆତଙ୍କ । ସଞ୍ଜ ନଇଁଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନାଞ୍ଚଳର କୁଡୁତେଇ ଗାଁ ବାଘ ଆତଙ୍କ । ଗୁହାଳରୁ ଗାଈ ଓ ବାଛୁରୀକୁ ଟାଣି ନେଇ ବାଘ ଖାଇଦେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ବନଖଣ୍ଡରେ…

ଭଞ୍ଜନଗରରେ ବାଘ ଆତଙ୍କ: ସିସିଟିଭିରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା ରାମକୃଷ୍ଣ ନଗର ନିକଟସ୍ଥ ଏକ ଜନବସତିକୁ ପଶିଆସିଛି ବାଘ ।  ସିସିଟିଭିରେ କଏଦ ହୋଇଛି ବାଘ ବୁଲୁଥିବା ଦୃଶ୍ୟ । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଁରୁ ବାଘର ପାଦ ଚିହ୍ନ ଠାବ…

ବାଘ ଦେଖି ଛାନିଆରେ ଗଛ ଉପରେ ଚଢିଗଲେ ଲୋକେ, ଧରିବାକୁ ବନ ବିଭାଗର ଉଦ୍ୟମ ଜାରି

ବାରିପଦା(କେନ୍ୟୁଜ୍‌): ଆରେ ଆରେ ଇଏ କଣ । ଗଛ ଉପରେ ଲୋକଙ୍କ ଭିଡ । ଗଛ ଉପରେ ଏମାନେ ଏମିତି କାହିଁକି ଚଢିଛନ୍ତି । ଗଛ ଉପରେ ଏମାନଙ୍କର କି କାମ । ଯଦି କୋଉ ଡାଳ ଭାଙ୍ଗିଯିବ ତାହାହେଲେ କଣ ହବ ଟିକେ ଭାବିଲେ । ଏପଟେ ତଳେ ବି ଜମିଛି ଗହଳି । କିଛି ଗୋଟେ ଆଲେୋଚନା ଚାଲିଛି । ହେଲେ ଏଠାରେ…

ରାଜଧାନୀ ଦିଲ୍ଲୀରେ ବାଘ ଆତଙ୍କ, ଅଢ଼େଇ ଘଣ୍ଟାରେ ୯ ଜଣଙ୍କୁ ଆକ୍ରମଣ କଲା ଚିତା

ଉତ୍ତର ଦିଲ୍ଲୀର ୱାଜିରାବାଦର ଜଗତପୁର ଗାଁରେ ଏମିତି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ଏକ ଚିତାବାଘ ଲୋକଙ୍କ ଘରେ ପଶି ୮ ରୁ ୯ ଜଣଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଏନେଇ ଏହି ଅଞ୍ଚଳରେ ବର୍ତ୍ତମାନ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦୀର୍ଘ ପାଞ୍ଚ ଘଣ୍ଟା…

ରାୟଗଡ଼ା ଜିଲ୍ଲା ଗୁଡ଼ାରି ଓ ଗୁଣୁପୁରରେ ମହାବଳ ଆତଙ୍କ, ଗାଈକୁ ମାରି ଖାଇଲା ମହାବଳ

ରାୟଗଡ଼ା ଜିଲ୍ଲା ଗୁଡ଼ାରି ଓ ଗୁଣୁପୁରରେ ମହାବଳ ଆତଙ୍କ । ଗୁଣୁପୁର ବନାଞ୍ଚଳର ଆମ୍ବଖୋଲା ଜଙ୍ଗଲରେ ପୁଣି ଗାଈକୁ ମାରି ଖାଇଲା ମହାବଳ । ଜଙ୍ଗଲରୁ ଗାଈର କ୍ଷତାକ୍ତ ମୃତଦେହର ବିଭିନ୍ନ ଅଂଶ ଠାବ କରିଛି ପଦ୍ମପୁର ବନବିଭାଗ । ସେଠାରେ ମହାବଳ ବାଘର ପାଦ ଚିହ୍ନକୁ ଠାବ କରିଛି ବନ ବିଭାଗ । ବାଘ…

ଚିନ୍ତା ବଢାଉଛି ମହାବଳ ବାଘ, ବନ ବିଭାଗ ନାକେଦମ୍

ଗୁଣୁପୁର(କେନ୍ୟୁଜ) : ସାବଧାନ୍ ସାବଧାନ୍ ବୁଲୁଛି ମହାବଳ ବାଘ । ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ । ଡାକବାଜି ଯନ୍ତ୍ରରେ ଏମିତି କିଛି ଘୋଷଣା ଚାଲିଛି ଏକ ଗାଁରେ । କାହିଁକି ନା ପୁଣି ଏହି ଗାଁରେ ଦେଖିବାକୁ ମିଳିଛି ବାଘର ପାଦ ଚିହ୍ନ । ଗୁଣୁପୁର ଉପଖଣ୍ଡ ଗୁଡାରୀ ବନବିଭାଗ ରେଞ୍ଜ୍ ର…

ନୂଆପଡା ମୁସରିଙ୍ଗ ସଂରକ୍ଷିତ ଜଙ୍ଗଲ ଅଂଚଳରେ ବୁଲୁଛି ବାଘ

ନୂଆପଡା(କେନ୍ୟୁଜ): ପାହାଡ଼ ଉପରେ ବାଘ। ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ । ମୁସରିଙ୍ଗ ସଂରକ୍ଷିତ ଜଙ୍ଗଲ ଅଂଚଳରେ ବୁଲୁଛି କଲରିଆ ପତରିଆ ବାଘ। ଆଜି ସକାଳେ ଜଙ୍ଗଲର ଏକ ପାହାଡ଼ ଚଟାଣ ଉପରେ ଏକ କଳରାପତରିଆ ବାଘ ବସିଥବା ଦେଖିଥିଲେ କୁକୁଡ଼ାଟାଲ ଗ୍ରାମବାସୀ । ଗାଁଲୋକେ ଏହାର ଭିଡିଓ ମଧ୍ୟ…