୨୦ ବର୍ଷ ପରେ ସୁନ୍ଦରଗଡ଼ରେ ମହାବଳ ବାଘ ଠାବ
ସୁନ୍ଦରଗଡ଼(କେନ୍ୟୁଜ୍): ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ଠାବ ହେଲା ମହାବଳ । କ୍ୟାମେରାରେ ଟ୍ରାପ୍ ହୋଇଛି ବାଘ । ଏକ ବର୍ଷ ଧରି ବାଘ ଏଠାରେ ରହିଆସୁଛି । ଏଠାରେ ତାର ଟେରିଟରି ବନେଇ ସାରିଲାଣି । ମଧ୍ୟପ୍ରଦେଶରୁ ମହାବଳ ଓଡ଼ିଶା ପଳାଇ ଆସିଥିବା ସ୍ପଷ୍ଟ କରିଛି ଜାତୀୟ ବ୍ୟାଘ୍ର…