ଓଡ଼ିଶା ଶିମିଳିପାଳ ଅଭିମୁଖେ ଆସୁଛି ଜିନ୍ନତ, ମଧ୍ୟ ରାତ୍ର ସୁଦ୍ଧା ପହଞ୍ଚିବ !
ଭୁବନେଶ୍ୱର : ଓଡ଼ିଶା ଆସୁଛି ଜିନ୍ନତ। ଆଲିପୁର ଚିଡିଆଖାନାର ପଶୁ ଚିକିତ୍ସାଳୟରୁ ଏକ ଭ୍ୟାନ ଯୋଗେ ଶିମିଳିପାଳ ଅଭିମୁଖେ ଆସୁଛି ଜିନ୍ନତ। ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତ ଓଡ଼ିଶା ଆସୁଛି। କୋଲତାକାକୁ ଓଡ଼ିଶା ବନ ବିଭାଗର ୧୦ ଜଣିଆ ଟିମ ଯାଇଥିଲେ। ଆଲିପୁରରୁ ସ୍ଥାନାନ୍ତର ପାଇଁ ପଶ୍ଚିମବଙ୍ଗ…