Browsing Tag

tik tok

ଟିକ୍‌ଟକ ଆପ୍‌କୁ କିଣିବାକୁ ଏବେ ସଫ୍ଟେଓ୍ଵୟାର କମ୍ପାନୀ ମଧ୍ୟରେ ପ୍ରତିଯୋଗିତା, ମାଇକ୍ରୋସଫ୍ଟ ପରେ ଏବେ ଟ୍ଵିଟର…

ଚାଇନିଜ ଆପ୍‌ ଟିକଟକ୍‌କୁ ଭାରତ ସରକାର ବ୍ୟାନ କରିଥିଲେ। ତା’ରେ ଆମେରିକା ଏହାକୁ କିଣିବ ବୋଲି ଖବର ମଧ୍ୟ ମିଳିଥିଲା। କିନ୍ତୁ ଏବେ ଟିକଟକ ଆପକୁ କିଣିବାକୁ ଏବେ ସଫ୍ଟୱେୟାର କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି | ଏପର୍ଯ୍ୟନ୍ତ ମାଇକ୍ରୋସଫ୍ଟ କମ୍ପାନୀ ଏକୁଟିଆ ଏହାକୁ କିଣିବା…

ଟିକଟକ ୟୁଜର୍ସଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ଭାରତୀୟ ବଜାରକୁ ଫେରିବାକୁ ଯାଉଛି ଏହି ଆପ୍

ଟିକଟକ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର ଆସିବାକୁ ଯାଉଛି । ଖୁବ ଶୀଘ୍ର ଭାରତ ବଜାରରେ ଟିକଟକ ଫେରିବାକୁ ଯାଉଛି । ଯେବେକି କିଛି ଦିନ ତଳେ ଭାରତ ବଜାରରେ ୫୯ ଟି ଚୀନ ଆପକୁ ବ୍ୟାନ କରାଯାଇଥିଲା । ଯାହା ଭିତରେ ଟିକଟକ ଅଛି । ଖାଲି ସେତିକି ନୁହେଁ ଭାରତ ପରେ ପରେ ଆମେରିକାରେ ମଧ୍ୟ ଏହି ଆପକୁ…

ମହଙ୍ଗା ପଡ଼ିଲା କ୍ୱାରେଣ୍ଟାଇନ୍‌ ହଲ୍‌ରେ ଟିକ୍‌ଟକ୍‌ କରିବା, ୬ ଜଣଙ୍କ ବିରୋଧରେ ମାମଲା ରଜୁ କଲା ଭଦ୍ରକ ପୋଲିସ

ଚାନ୍ଦବାଲି : କ୍ୱାରେଣ୍ଟାଇନ୍‌ ହଲ୍‌ରେ ଟିକ୍‌ଟକ୍‌ କରି ଫସିଲେ । ସାମାଜିକ ଦୂରତା ନମାନି ଭିଡିଓ କରିଥିବାରୁ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ । କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସାମାଜିକ ଦୂରତା ଅବମାନନା କରିଥିବାରୁ ମାମଲା ରଜୁ କରିଛି ଭଦ୍ରକ ପୋଲିସ । ଆଇପିସିର ଧାରା ୧୮୮, ୨୬୯, ୨୭୦ ଏବଂ…

ଭାରତରେ ଲଞ୍ଚ ହେଲା Tik Tokର ନୂଆ ମ୍ୟୁଜିକ ଆପ Resso, ଗ୍ରାହକଙ୍କୁ ମିଳିବ ଏହି ସବୁ ସୁବିଧା

ଭାରତରେ ଟିକ୍ୱ ଟକ ହେଉଛି ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ ଆପ । ନିଜ ଆପକୁ ଅଧିକ ରୁ ଅଧିକ ଲୋକପ୍ରିୟ କରିବା ପାଇଁ ଟିକ୍ୱ ଟକର ମୂଳ କମ୍ପାନୀ 'ବାଇଟଡାନ୍ସ' ସମୟ ସମୟରେ ନୂଆ ନୂଆ ଫିଚର ମାନ ବଜାରରେ ଲଞ୍ଚ କରିଛି । ନିକଟରେ ହିଁ ଏହି କମ୍ପାନୀ ଭାରତରେ ନିଜର ଏକ ନୂଆ ମ୍ୟୁଜିକ ଆପ Resso…

ଟିକଟକ୍ ମାୟାରେ ଶିକ୍ଷୟିତ୍ରୀ, ସ୍କୁଲ ସମୟରେ ପିଲାମାନଙ୍କ ସହ କରୁଛନ୍ତି ଭିଡ଼ିଓ 

ବଡମ୍ବା(କେନ୍ୟୁଜ୍): ଟିକଟକ୍ ମାୟାରେ ଶିକ୍ଷୟିତ୍ରୀ । ସ୍କୁଲ ସମୟରେ ଟିକଟକ୍ ଭିଡ଼ିଓ କରୁଛନ୍ତି ଶିକ୍ଷୟିତ୍ରୀ । ସେପୁଣି ସ୍କୁଲ ପିଲାମାନଙ୍କ ସହ । ଏବେ ଶିକ୍ଷୟିତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ହେଉଛି ବଡମ୍ବା ବ୍ଲକ ବାଦଭୁଇଁ ୟୁ ପି ସ୍କୁଲର । ଶିକ୍ଷୟିତ୍ରୀ ଜଣକ…

Tik Tok ବହୁ ଜଣଙ୍କୁ କଲାଣି ମାଲାମାଲ, ଘରେ ବସି ଆପଣ ବି ସହଜରେ କରନ୍ତୁ ରୋଜଗାର

ସ୍ମାର୍ଟଫୋନ ଦୁନିଆରେ Tik Tok ଆପର ଲୋକ ପ୍ରିୟତା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଅଧିକାଂଶ ଲୋକ ମନୋରଞ୍ଜନ କରିବା ପାଇଁ ହିଁ ଏହି ଆପର ବ୍ୟବହାର କରିଥାନ୍ତି । ଏହା ମାଧ୍ୟମରେ ଛୋଟ ଛୋଟ ମଜାଦାର ଭିଡିଓ ମାନ କରି ଖୁବ ଅଳ୍ପ ଦିନ ଭିତରେ ଖୁବ ଲୋକ ପ୍ରିୟତା ମଧ୍ୟ ଅର୍ଜନ କରି ପାରୁଛନ୍ତି ।…

ଜାଣନ୍ତିକି ଆପଣଙ୍କ ପ୍ରିୟ Tik Tok ଆପର ମାଲିକଙ୍କ ବାର୍ଷିକ ରୋଜଗାର କେତେ?

ଏବେକା ସମୟରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଟିକ ଟକ ପାଇଁ ଏକ ପ୍ରକାର ପାଗଳ । କିନ୍ତୁ ଏପରି ଏକ ଲୋକପ୍ରିୟ ଆପ ପଛରେ ଯାହାର ହାତ ଅଛି ତାଙ୍କ ବିଷୟରେ ହୁଏତ ଖୁବ କମ ଲୋକ ଜାଣିଥିବେ । ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚାଇନାର ବେଜିଙ୍ଗ ସହରର ବାସିନ୍ଦା ଝାଙ୍ଗ ବାଇମିଙ୍ଗ । ସେ ଏମିତି ଏକ…

ଟିକଟକ୍ ରେ ଗର୍ଲ ଫ୍ରେଣ୍ଡ ସହ ଭିଡିଓ କରିବା ପଡ଼ିଲା ମହଙ୍ଗା, ଗଛରେ ବାନ୍ଧି ମାରିଲେ ଝିଅ ଘର ଲୋକ

ପୂର୍ବ କର୍ଣ୍ଣାଟକର ହାଇଦ୍ରାବାଦ ଅଞ୍ଚଳରେ ୟାଦଗିର ଜିଲ୍ଲାରେ ଜଣେ ଯୁବକ ନିଜ ଗର୍ଲ ଫ୍ରେଣ୍ଡ ସହ ଟିକଟକ୍ ରେ ଭିଡିଓ କରିବା ନେଇ ଲୋକମାନେ ଖୁବ୍ ମାଡ ମାରିଛନ୍ତି। ଯୁବକ ଜଣଙ୍କୁ ମାଡ ମରାଯାଉଥିବାର ଭିଡିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ନିଜ…

ଫେସବୁକରେ ବି ଆପଣ ବନେଇ ପାରିବେ ‘ଟିକ ଟକ୍’ ଭଳି ଭିଡିଓ, ଖୁବଶୀଘ୍ର ଆସୁଛି ନୂଆ ଆପ୍

ଶର୍ଟ ଭିଡିଓ ଆପ୍ ‘ଟିକ ଟକ୍’ର ଲୋକପ୍ରିୟତାରେ ପ୍ରଭାବିତ ହୋଇ ଫେସ୍ବୁକ୍ ଖୁବଶୀଘ୍ର ଏହିଭଳି ନିଜର ଏକ ଆପ୍ ଉନ୍ମୋଚନ କରିପାରେ। ଫେସ୍ବୁକ୍ ଗତ ସପ୍ତାହରେ ଏନପିଇ(ନ୍ୟୁ ଏକ୍ସପେରିମେଣ୍ଟ ଆପ୍ ଡିଭିଜନ) ଟିମ୍ ଗଠନ କରିଛି। ଏହି ଟିମରେ ଶର୍ଟ ଭିଡିଓ ଆପ୍ Vine ର ଜେନେରାଲ ମ୍ୟାନେଜର ଜାସନ୍ ଟଫ୍…