Browsing Tag

tiktok

ଚୀନ ସହ  ଟ୍ରମ୍ପଙ୍କ Tik Tok ଡିଲ୍, ଜିନପିଙ୍ଗଙ୍କ ମିଳିଲା ଅନୁମୋଦନ

ଆମେରିକା : ଚୀନ ସହ  ଟ୍ରମ୍ପଙ୍କ Tik Tok ଡିଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ  ଚୀନ ରାଷ୍ଟ୍ରପତି  ଜିନପିଙ୍ଗ ସହ ଟେଲିଫୋନରେ ଆଲୋଚନା କରିଛନ୍ତି ।  ଆଲୋଚନାରେ ଟିକଟକ ଡିଲକୁ ଜିନପିଙ୍ଗ ଅନୁମୋଦନ ଦେଇଛନ୍ତି । ସୂଚନାନୁଯାୟୀ, ଚୀନ ସହ ଆମେରିକାର ଭଲ ସଂପର୍କ ରହିଛି ।  ଚାର୍ଲି…

TikTok ଅନବ୍ଲକ୍ ଖବର ମିଛ, ଏପରି ମିଥ୍ୟା ଖବରରୁ ସଚେତନ ରହିବାକୁ ପରାମର୍ଶ

TikTok କୁ ଅନବ୍ଲକ୍ କରିବା ଖବର ମିଛ । ଭାରତ ସରକାର TikTok କୁ ଅନବ୍ଲକ୍ କରିବା ପାଇଁ କୌଣସି ଆଦେଶ ଜାରି କରିନାହାନ୍ତି । ଏପରି କୌଣସି ବିବୃତି କିମ୍ବା ଖବର ମିଛ ଓ ବିଭ୍ରାନ୍ତିକର । ୨୦୨୦ ମସିହାରେ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ଓ ଗୋପନୀୟତାକୁ ନେଇ ଟିକଟକ୍ ସମେତ ଚୀନର ଅନେକ ଆପକୁ…

ଭିଡିଓ ଦେଖିଲେ ପାଇବେ ୮୨୦୦ ଟଙ୍କା, ଜାଣନ୍ତୁ କାହିଁକି ଦେବ ଏହି କମ୍ପାନୀ

ଆଜିକାଲି ସୋସିଆଲ ମିଡିଆରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି ଯୁବପିଢ଼ି । ଚାଟ କରିବା ପାଇଁ ହେଉ ବା ବିଭିନ୍ନ ବିଷୟରେ ସର୍ଚ୍ଚ କରିବା ପାଇଁ ହେଉ କିମ୍ବା ଟିକ୍‌ ଟକ୍‌ ଭିଡିଓ ବନାଇବା ପାଇଁ ହେଉ । ହେଲେ ଆପଣଙ୍କ ପାଇଁ ଏବେ ଏକ ମଉକା ନେଇ ଆସିଛି ଏହି କମ୍ପାନୀ । ଯଦି ଆପଣ ୧୦ ଘଣ୍ଟା ପାଇଁ…

ଦୁଇ ବର୍ଷ ପରେ ପୁଣି ଥରେ କମବ୍ୟାକ୍ କରିବ Tiktok, ଖୁବ୍ ଶୀଘ୍ର ହୋଇପାରେ ରି ଲଞ୍ଚ

Tiktok ଆପ୍ ଯିବା ପରେ ବର୍ତ୍ତମାନ ଭାରତୀୟ ବଜାରରେ ଚିଙ୍ଗାରି ଆପ୍, MX ଟାକାଟକ୍ ଏବଂ ଇନଷ୍ଟାଗ୍ରାମ ରିଲ୍ସ ଅଧିକ ମାତ୍ରାରେ ଲୋକଙ୍କୁ ପସନ୍ଦ ଆସିଛି। ତେବେ ଏମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମାର୍କେଟକୁ ପୁଣି ଥରେ ଆସୁଛି ଟିକଟକ୍। ଯାହାକି କିଛି ବର୍ଷ ପୂର୍ବରୁ ଭାରତରେ ବହୁତ…

ପ୍ରେମ ଭରା ମେସେଜ ପଠାଇ ମହିଳା ମାସକୁ ଇନକମ୍ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ମେସେଜ ପଠାଇ ବେଲି ହଣ୍ଟର ନାମକ ଜଣେ ମହିଳା ଦିନକୁ ଇନକମ୍ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆପଣଙ୍କୁ ହୁଏତ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ହିଁ ସତ, ଏକ ଖବର ଅନୁଯାୟୀ ଏପରି ଦେଖିବାକୁ ମିଳିଛି ଆମେରିକାରେ । ନିଜେ ମେସେଜ କରି ଟଙ୍କା ରୋଜଗାର କରିବା କଥା ବେଲି ନିଜେ ତାଙ୍କର…

ଆମାଜନର ଡେଲିଭରୀ ଭ୍ୟାନ୍‌ରୁ ବାହାରିଲେ ମହିଳା, ଭିଡିଓ ଭାଇରଲ ପରେ କମ୍ପାନୀ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

ଅନ୍‌ଲାଇନ୍‌ ସପିଂ ଓ ହୋମ୍‌ ଡେଲିଭରୀ ପାଇଁ ଲୋକପ୍ରିୟ ଅନଲାଇନ ସାଇଟ୍‌ ଆମାଜନ ପୂରା ଦୁନିଆରେ ସବୁଠୁ ନିର୍ଭରଯୋଗ୍ୟ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ଭିତରେ ଆମେରିକାର ଫ୍ଲୋରିଡ଼ାରେ ଜଣେ ଆମାଜନ ଡେଲିଭରୀ ଭ୍ୟାନ୍‌ ଡ୍ରାଇଭରଙ୍କର ଭୁଲ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଏହି ଭୁଲ୍‌…

ପପୁଲାର ହେବାକୁ ୧୬୦ ଫୁଟ୍‌ ଉପରେ ଭିଡିଓ କରୁଥିଲେ ଟିକ୍‌ଟକ୍‌ ଷ୍ଟାର, ଗୋଡ଼ ଖସିଯିବାରୁ ଘଟଣାସ୍ଥଳରେ ଚାଲିଗଲା ପ୍ରାଣ

ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ତଥା ଫଲୋୟର୍ସ ବଢ଼ାଇବା ପାଇଁ ବର୍ତ୍ତମାନର ଯୁବପିଢ଼ି କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ତେଣିକି ସେ ନିଜ ପ୍ରତି ବିପଦ ବି ସୃଷ୍ଟି କରୁନା କାହିଁକି, ସେମାନେ କିଛି ଶୁଣୁ ନାହାନ୍ତି। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୀନ୍‌ରେ। ଏଠାରେ…

ନୂଆ ଫିଚର ଲଞ୍ଚ୍‌ କଲା ଟିକ୍‌ଟକ୍‌, ଏବେ ସବୁ ଭିଡିଓରେ ପ୍ରଶ୍ନ ପଚାରିପାରିବେ ୟୁଜର୍ସ

ଚୀନୀ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଏହି ଫିଚରରେ ୟୁଜରମାନେ ପ୍ରଶ୍ନ-ଉତ୍ତର କରିପାରିବେ। ଏହା ଦ୍ୱାରା ୟୁଜରମାନେ କ୍ରିଏଟରଙ୍କ ସହ ସହଜରେ ଯୋଡ଼ି ହୋଇପାରିବେ। ଭିଡିଓରେ ୟୁଜର୍ସ ନିଜ କମେଣ୍ଟକୁ ପ୍ରଶ୍ନ ଭାବେ ନାମିତ କରିପାରିବେ। ଏହାକୁ କମେଣ୍ଟ ସେକ୍ସନ୍‌ରେ…

ଯୁବକ ଖାଇଲେ କଞ୍ଚା ପିଆଜ, ରସୁଣ ପେଷ୍ଟ ଓ ଗ୍ଲାସେ ଲେମ୍ବୁ ରସ, TikTok ଭିଡିଓ କରି କହିଲେ, କୋଭିଡ-୧୯ କିପରି…

ନ୍ୟୁ ଜର୍ସିର ଜଣେ ୩୦ ବର୍ଷୀୟ ଯୁବକଙ୍କ ଟିକଟକ ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓରେ ଯୁବକ ଜଣକ ବିଭିନ୍ନ କଟୁ ସ୍ୱାଦଯୁକ୍ତ ଖାଦ୍ୟପଦାର୍ଥ ସେବନ କରୁଥିବା ଦେଖିବାକୁ ମିଳୁଛି। ସେ ନିଜକୁ ପ୍ରଦର୍ଶିତ କରାଇ କୋଭିଡ-୧୯ କିପରି ବ୍ୟକ୍ତିଙ୍କ ସ୍ୱାଦ ଏବଂ ଗନ୍ଧକୁ ପ୍ରଭାବିତ…

ଟିକଟକ୍ ପ୍ରେମୀଙ୍କ ପାଇଁ ଖୁସି ଖବର, PUBG ପରେ ଫେରିପାରେ TikTok, ପଢନ୍ତୁ ସଂପୂର୍ଣ୍ଣ ଖବର

ଟିକଟକ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ପବ୍ଜୀ, ଟିକ୍ଟକ୍ ସମେତ ଅନେକ ଚୀନ୍ ଆପ୍ ଭାରତରେ ବ୍ୟାନ୍ ହୋଇଛି। PUBG କର୍ପୋରେସନ୍ ଭାରତରେ PUBG ମୋବାଇଲ୍ ଇଣ୍ଡିଆ ଲଞ୍ଚ କରିବା ନେଇ ନଭେମ୍ବର ୧୨ରେ ଘୋଷଣା କରିଛି। ତେବେ PUBG ମୋବାଇଲ୍ ଭାରତକୁ ଫେରିବାକୁ ଥିବା ବେଳେ ଏବେ ଲୋକପ୍ରିୟ ଭିଡିଓ ଆପ୍…

ପାକିସ୍ତାନରେ ବି ବ୍ୟାନ ହେଲା ଟିକଟକ, ସରକାର କହିଲେ ବରବାଦ ହେଉଛି ସଂସ୍କୃତି

ଭାରତରେ ବ୍ୟାନ ହେବାପରେ ପାକିସ୍ତାନରେ ବି ଚାଇନାର ସର୍ଟ ଭିଡିଓ ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପାକିସ୍ତାନ ସରକାର ଟିକଟକକୁ ସଂସ୍କୃତି ପ୍ରତି ବିପଦ ବୋଲି କହିଛନ୍ତି। ଟିକଟକ ଉପରେ ନିଷେଧାଦେଶ ଜାରି କରିବା ସହିତ ପାକିସ୍ତାନ କହିଛି ଯେ ଟିକଟକ ଅଶ୍ଳୀଳତା ବିସ୍ତାର କରୁଛି। ସୂଚନା…