ପେଚା ସହ ଟିକ୍ଟକ୍ କରିବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା, ଗଣିବାକୁ ପଡ଼ିଲା ମୋଟା ଅଙ୍କର ଜରିମାନା
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଟିକ୍ଟକ୍ ଭିଡିଓ ଭାଇରାଲ ହେଉଛି। ଲୋକପ୍ରିୟ ହେବା ଆଶାରେ ଯୁବପିଢ଼ି ଟିକ୍ଟକ୍ କରୁଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ମହଙ୍ଗା ମଧ୍ୟ ପଡୁଛି। ଅଧିକ ଲାଇକ୍ କମେଣ୍ଟ ପାଇଁ ଟିକଟକ୍ ଭିଡିଓ କରି ନିକଟରେ ଜଣେ ମହିଳା ହଟହଟା ହୋଇଛନ୍ତି। ଏଭଳି ଏକ…