ଆସେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଅଧିନାୟକ ପଦ ଛାଡ଼ିଲେ ଟିମ୍ ପେନ୍
ଆସେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା। ଏକ ବଡ଼ ବିବାଦରେ ଫସିଥିବା ଯୋଗୁଁ ଅଧିନାୟକ ପଦରୁ ଇସ୍ତଫା ଦେଲେ ଟିମ୍ ପେନ୍ । ଅଷ୍ଟ୍ରେଲିଆ ଦଳର ଟେଷ୍ଟ ଅଧିନାୟକ ପଦରୁ ସେ ଇସ୍ତଫା ଦେଇଛନ୍ତି । ପେନ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଏକଥା ଘୋଷଣା କରିଛନ୍ତି। ଆସେସ୍ ସିରିଜ୍ର ୧୯ ଦିନ ପୂର୍ବରୁ…