Browsing Tag

tim paine resigns

ଆସେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଅଧିନାୟକ ପଦ ଛାଡ଼ିଲେ ଟିମ୍‌ ପେନ୍‌

ଆସେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା। ଏକ ବଡ଼ ବିବାଦରେ ଫସିଥିବା ଯୋଗୁଁ ଅଧିନାୟକ ପଦରୁ ଇସ୍ତଫା ଦେଲେ ଟିମ୍ ପେନ୍ । ଅଷ୍ଟ୍ରେଲିଆ ଦଳର ଟେଷ୍ଟ ଅଧିନାୟକ ପଦରୁ ସେ ଇସ୍ତଫା ଦେଇଛନ୍ତି । ପେନ୍‌ ଏକ ସାମ୍ବାଦିକ ସମ୍ମିଳନୀ କରି ଏକଥା ଘୋଷଣା କରିଛନ୍ତି। ଆସେସ୍ ସିରିଜ୍ର ୧୯ ଦିନ ପୂର୍ବରୁ…