କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି, ଟାଇମ୍ସ ନାଓ ଇଟିଜି ସର୍ଭେ
କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି। ଆଜି ଲୋକସଭା ନିର୍ବାଚନ ହେଲେ ଏଭଳି ରେଜଲ୍ଟ ଦେଖିବାକୁ ମିଳିପାରେ। ଟାଇମ୍ସ ନାଓ-ETGର ଓପିନିଅନ୍ ପୋଲରେ ଏହି ଅନୁମାନ କରାଯାଇଛି। ସର୍ଭେ ଦର୍ଶାଇଛି, ଓଡ଼ିଶାରେ ବଢିବ ବିଜେଡି ସିଟ୍ ସଂଖ୍ୟା ।
୧୩ରୁ ୧୫ ଲୋକସଭା ଆସନ ପାଇବ ବିଜେଡି । ଗତ ଅଗଷ୍ଟରେ…