ପତ୍ନୀ ପରିବା କିଣିବା ପାଇଁ ୩୦ ଟଙ୍କା ମାଗିବାରୁ ସ୍ବାମୀ ଦେଲେ ତଲାକ୍
ନୂଆ ଦିଲ୍ଲୀ: ନୋଏଡାରେ ଜଣେ ପତ୍ନୀ ପରିବା କିଣିବା ପାଇଁ ୩୦ ଟଙ୍କା ମାଗିବାରୁ ତାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେଇଛନ୍ତି। ଏହି ଘଟଣାରେ ପୀଡ଼ିତା ଜଣକ ଦାଦରୀ ଥାନାରେ ନିଜ ସ୍ବାମୀଙ୍କ ସହ ୫ ଜଣ ଲୋକଙ୍କ ବିରୁଦ୍ଧରେ ମକଦମା ରୁଜୁ କରିଛନ୍ତି। ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ପୀଡ଼ିତା ଜଣକ…