ବର୍ଷାଦିନେ ଫୋନ ଚାର୍ଜ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ହେବ ବଡ଼ କ୍ଷତି
ସ୍ମାର୍ଟଫୋନ ଚାର୍ଜ କରିବା ସମୟରେ ଏକ ଛୋଟ ଭୁଲ ବି ଆମ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ବିଶେଷକରି ବର୍ଷା ଋତୁରେ, ଯେତେବେଳେ କି ବାୟୁମଣ୍ଡଳରେ ଆର୍ଦ୍ରତା ରହିଥାଏ । ଯାହା ଫଳରେ ଚାର୍ଜିଂ ପୋର୍ଟ ଓଦା ହୋଇପାରେ ଏବଂ ଚାର୍ଜ କରିବା ସମୟରେ ଯଦି ସତର୍କତା ଅବଲମ୍ବନ ନ କରାଯାଏ ତେବେ…