ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଇମ୍ୟୁନିଟି ବୃଦ୍ଧି ଚାହୁଁଛନ୍ତି କି, ଆପଣାନ୍ତୁ ଏହି ନୁସ୍କା
ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ ଇମ୍ୟୁନିଟି ପାଓ୍ଵାର ବା ରୋଗ ପ୍ରତିରୋଧକ ଶକ୍ତି । ଶରୀରରେ ଏହା କମିଗଲେ ରୋଗ ମାଡ଼ି ବସିଥାଏ । ଏବେ କରୋନା ପାଇଁ ସମସ୍ତେ ଇମ୍ୟୁନିଟି ପାଓ୍ଵାର ବଢ଼ାଇବାକୁ ନେଇ ବ୍ୟସ୍ତ । କେମିତି ବଢ଼ିବ ଶରୀରର ଇମ୍ୟୁନିଟି । ଆଜି ଆମେ ଆପଣଙ୍କୁ କହିବୁ ଇମ୍ୟୁନିଟି ପାଓ୍ଵାର…