ବର୍ଷ ସାରା ଖରାପ ହେବ ନାହିଁ ଗ୍ରୀନ୍ ମଟର, ଜାଣନ୍ତୁ ଷ୍ଟୋର କରବାର ତରିକା
ମଟର ପନିର, ଆଳୁ ମଟର ହେଉ ବା ମଟର ପଲାଉ କିମ୍ବା ମଟର କଚୋଡି ଖାଇବାକୁ ବହୁତ ଟେଷ୍ଟି ହୋଇଥାଏ । ଗ୍ରୀନ ମଟରରେ ଥିବା ଆଇରନ୍, ଜିଙ୍କ୍, ଭିଟାମିନ ଓ ମିନେରାଲ ସହ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ ଓ କାର୍ବୋହାଇଡ୍ରେଟ ସହ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ…