Browsing Tag

tips

ଗ୍ରୀଷ୍ମ ଋତୁରେ ପିଲାମାନଙ୍କର ଚର୍ମର ଦେଖା ଯାଉଛି କି ଆଲର୍ଜି, ତେବେ ନିଅନ୍ତୁ ଏପରି ଯତ୍ନ

ଗ୍ରୀଷ୍ମକାଳରେ ବଡ ଲୋକ ମାନେ ଯେ କୌଣସି ପ୍ରକାରେ ସେମାନଙ୍କର ଯତ୍ନ ନିଅନ୍ତି । କିନ୍ତୁ ପିଲାମାନଙ୍କ ପାଇଁ ଏହି ଦିନ ସବୁଠାରୁ କଷ୍ଟକର ହୋଇଥାଏ । ସେମାନେ ନିଜ ଚର୍ମର ଯତ୍ନ ନେଇ ପାରନ୍ତି ନାହିଁ । ତେଣୁ ଆପଣଙ୍କୁ ଏହି ଗ୍ରୀଷ୍ମ ସମୟରେ ସେମାନଙ୍କର ଯତ୍ନ ନେବାକୁ ପଡିବ । ବିଶେଷକରି ଯଦି ଆମେ…

ଆଉ ହ୍ୟାକ୍‌ ହୋଇପାରିବନି ଆପଣଙ୍କ ଟ୍ୱିଟର ଆକାଉଣ୍ଟ, ଫଲୋ କରନ୍ତୁ ଏହି ସହଜ ଟିପ୍ସ

Indian Computer Emergency Response Team (CERT-IN) ଉପଭୋକ୍ତାମାନଙ୍କୁ ସେମାନଙ୍କର ଟ୍ୱିଟର ଆକାଉଣ୍ଟକୁ କିପରି ସୁରକ୍ଷିତ ରଖିବେ ସେ ନେଇ କିଛି ଉପାୟ କହିଛନ୍ତି । CERT-IN ଅନୁଯାୟୀ, ନିକଟରେ ଅନେକ ଟ୍ୱିଟର ଆକାଉଣ୍ଟ ସ୍କାମରଙ୍କ ଦ୍ୱାରା ହ୍ୟାକ୍ ହୋଇଛି, ଯେଉଁଥିରେ ବହୁ ସଂଖ୍ୟାରେ…

”ପ୍ରୋସେସର” ପାଇଁ ସ୍ଥିର ହୋଇଥାଏ ଆପଣଙ୍କ ସ୍ମାର୍ଟଫୋନ, ଜାଣନ୍ତୁ କାରଣ

ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ସବୁ କାମ ଫଟାଫଟ କରିବା ପାଇଁ ଫୋନ ଉପରେ ନିର୍ଭର କରିବାକୁ ପଡୁଛି। କାରଣ ଡିଜିଟାଲ ଯୁଗରେ ଏସବୁ କାମ ଅତି ସହଜରେ ହୋଇପାରୁଛି। ତେବେ ଆମ ଶରୀରରେ ସବୁ କାମ ଆମ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କିନ୍ତୁ ମୋବାଇଲର ସବୁ କାମ ତାର ର‍୍ୟାମ ଉପରେ ନିର୍ଭର…

ପାଟି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଦେଶୀ ଉପାୟ, ଜଲଦି ମିଳିବ ସମାଧାନ

କଥା ହେବା କିମ୍ବା ହସିବା ସମୟରେ ଅନେକ ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ, ଯେଉଁଥିପାଇଁ ସେମାନଙ୍କ ପାଖରେ କେହି ବସିବାକୁ ପସନ୍ଦ କରନ୍ତି ନାହିଁ। ବ୍ୟକ୍ତି ଦେଖିବାକୁ ଯେତେ ସୁନ୍ଦର ହୁଅନ୍ତୁ ନା କାହିଁକି ପାଟିରୁ ଦୁର୍ଗନ୍ଧ ବାହାରିବା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ…

ହୋମିଓପାଥିକ ଔଷଧ ଖାଇବା ବେଳେ ଧ୍ୟାନରେ ରଖନ୍ତୁ ଏହିସବୁ ନିୟମ, ନଚେତ ଭୋଗିବେ ଅନେକ ସମସ୍ୟା

ଆପଣଙ୍କୁ କୌଣସି ରୋଗ ହେଲେ, କେତେକ ଲୋକମାନେ ଆପଣଙ୍କୁ ଏଲୋପାଥିକ ଔଷଧ ଖାଇବା ପାଇଁ ପରାମର୍ଶ ଦେଇଥିବା ବେଳେ କେତେକ ହୋମିଓପାଥିକ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ହୋମିଓପାଥିକ ଚିକିତ୍ସା କରିବା ଦ୍ୱାରା ରୋଗ ମୂଳରୁ ସମାପ୍ତ ହୋଇଯାଇଥାଏ। ଏହାଛଡା ଏହି ଔଷଧ ଖାଇବା ଦ୍ୱାରା କୌଣସି…

ଭାଙ୍ଗିଥିବା ନଖକୁ ଯୋଡିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହିସବୁ ଟିପ୍ସ

ଅନେକ ଯୁବତୀ ଲମ୍ବା ନଖ ରଖିବାକୁ ସଉକ ରଖନ୍ତି। କିନ୍ତୁ ଏପରି ଲମ୍ବା ନଖର ଦାୟିତ୍ୱ ନେବା ବହୁତ କଷ୍ଟକର। ଆପଣ ଅନେକ ଥର କୌଣସି ପାର୍ଟି ହେଉ କିମ୍ବା ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନଖକୁ ବଢାଇଥିବା ବେଳେ କୌଣସି କାରଣ ଯୋଗୁଁ ଏହା ଭାଙ୍ଗିଯାଇଥାଏ। ଏହାକୁ ଦେଖି ହୁଏତ ଆପଣଙ୍କ ମନ ବି ଦୁଃଖ…

ନୂଆବର୍ଷ ୨୦୨୦ରେ ଘରେ ସୁଖ,ଶାନ୍ତି ବଜାୟ ରଖିବାକୁ ଚାହୁଁଛନ୍ତି କି? ତେବେ ମହିଳା ମାନେ ନିହାତି କରନ୍ତୁ ଏହି ଉପଚାର

ନୂଆ ବର୍ଷ ୨୦୨୦ ଆସି ସାରିଛି । ଏମିତିରେ ମହିଳାମାନେ ଭାବୁଥିବେ କି ଏହି ନୂଆ ବର୍ଷରେ କେମିତି କଣ କରିବେ ଯେପରି ସେମାନଙ୍କ ଘରେ ଖୁସି ଏବଂ ଶାନ୍ତି ସବୁବେଳ ପାଇଁ ବଜାୟ ରହିବ। ବିଶେଷଜ୍ଞଙ୍କ ମୁତାବକ ୨୦୨୦ ବର୍ଷରେ ୨୦-୨୦ ଦୁଇଥର ରିପିଟ୍ ହୋଇଛି । ଯାହାର ମାନେ ଏହି ବର୍ଷ ଚନ୍ଦ୍ର ଏବଂ…

ଡାଇବେଟିସ ରୋଗକୁ ନେଇ ଚିନ୍ତିତ କି, ତେବେ ଆପଣାନ୍ତୁ ଏହି ସରଳ ଘରୋଇ ଉପାୟ

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଶରୀର ପ୍ରତି କେହି ସେତେଟା ଧ୍ୟାନ ଦେଉନାହାନ୍ତି ।ଏହି କାରଣରୁ ହିଁ ଅଧିକାଂଶ ଲୋକଙ୍କୁ ଭୟଙ୍କର ରୋଗ ହେଉଥିବାର ଦେଖାଦେଉଛି । ଆଜିକା ସମୟରେ ଅଧାରୁ ଅଧିକ ଲୋକ ବା କହିବାକୁ ଗଲେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ଲୋକ ଡାଇବେଟିସ ଜନିତ ରୋଗରେ ଅଧିକ ଆକ୍ରାନ୍ତ…

ନୂଆ ବର୍ଷରେ ଗାଡି କିଣିବାକୁ ଚାହୁଁଥିଲେ ଏ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି , ନଚେତ ହୋଇପାରନ୍ତି ଠକାମିର ଶିକାର

ଅଧିକାଂଶ ଲୋକ ନୂଆ ବର୍ଷରେ ନୂଆ ଗାଡି କିଣିବାକୁ ଚାହିଁଥାନ୍ତି । ମଧ୍ୟମ ବର୍ଗିୟ ଲୋକେ ନିଜ ଜୀବନର ଜମା ପୁଞ୍ଜି ଏହି ଗାଡି କିଣିବା ଉପରେ ହିଁ ଲଗେଇଥାନ୍ତି । କିନ୍ତୁ ଏହି ମାନେ ଗାଡି କିଣିବା ଉପରେ କିଛି କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଯଦି ନ ଦେବେ ତେବେ ଆପଣ ହୁଏତ ଗଭୀର ଠକାମିର…

କେବଳ ପୁଅଙ୍କ ପାଇଁ ! ଝିଅ ମାନଙ୍କ ପରି ପୁଅଙ୍କୁ ବି କରନ୍ତୁ ତାଗିଦ

ବଦଳୁ ଥିବା ସମୟ ସହ ଆଗକୁ ବଢ଼ୁଥିଲେ ବି ଦେଶରେ ଝିଅ ମାନଙ୍କ ପ୍ରତି ବଳାତ୍କାର, ଏସିଡ ଆଟାକ, ହିଂସା ପରି ଘଟଣା ମାନ ଦିନ କୁ ଦିନ ବଢ଼ିବାରେ ଲାଗିଛି । ଅଧିକାଂଶ ମାମଲାରେ ଦେଖାଯାଏ କି ଅଭିଯୁକ୍ତ ମାନେ ଯୁବ ବର୍ଗର ହିଁ ହୋଇଥାନ୍ତି । ଏହି ସବୁ ଘଟଣା ଗୁଡିକର ମାତ୍ରା ଦିନ କୁ ଦିନ ବଢି…

ନୂଆ ବର୍ଷରେ ନିଜ ରାଶି ଅନୁସାରେ କରନ୍ତୁ ଏହି ପରି ଉପାୟ, ନିଶ୍ଚିତ ରୂପେ ହୋଇବ ଧନ ବର୍ଷା

ଆଉ ଅଳ୍ପ ଦିନ ଭିତରେ ୨୦୧୯ ବର୍ଷ ଆମ ନିକଟରୁ ଖୁବ ଶୀଘ୍ର ବିଦାୟ ନେବାକୁ ଯାଉଛି ଓ ୨୦୨୦ ଆଗମନ ହେବାକୁ ଯାଉଛି । ଆସୁଥିବା ଏହି ନୂଆ ବର୍ଷରେ ଆପଣ କିଛି ଖାସ ଉପାୟ ଅବଲମ୍ବନ କରି ନିଜ ମନସ୍କାମନାକୁ ନିଶ୍ଚିତ ରୂପେ ପୂରଣ କରିପାରିବେ । ନିଜ ନିଜ ରାଶି ଅନୁଯାୟୀ ଯଦି ଏହି ଉପାୟ ମାନ ଅବଲମ୍ବନ…

ଦୋମୁହାଁ କେଶରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହି ଉପାୟ

ଆଜିକାଲି ମହିଳାମାନେ ଦୋମୁହାଁ କେଶକୁ ନେଇ ବେଶ୍‌ ଚିନ୍ତିତ ରହିଛନ୍ତି। କେଶ ଦୋମୁହାଁ ହେବା ଯୋଗୁଁ କେଶର ସୁନ୍ଦରତା ଏବଂ ଆକର୍ଷଣ କମାଇ ଦେଇଥାଏ। ସମସ୍ତେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଟିପ୍ସ ଏବଂ ଉପାୟ ଆପଣାଇଥାନ୍ତି। କିନ୍ତୁ ବଜାରରେ ମିଳୁଥିବା କେମିକାଲ ଯୁକ୍ତ…