ତିିର୍ତ୍ତୋଲ ବିଧାୟକଙ୍କ ବିବାହ ବିବାଦ, ପ୍ରତ୍ୟୁଷାଙ୍କ ବିବାହ ବିଛେଦର ନକଲ କପି ଦାଖଲ କଲେ ସୋମାଲିକା
ତିିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ବିବାଦ ପ୍ରସଙ୍ଗରେ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆଜି ପୁନଶ୍ଚ ହାଜର ହୋଇଥିଲେ ବାନ୍ଧବୀ ସୋମାଲିକା ଦାଶ। ବିଜୟ ଶଙ୍କର ଓ ପ୍ରତ୍ୟୁଷାଙ୍କ ବିବାହକୁ ବିରୋଧ କରିଛନ୍ତି ସୋମାଲିକା। ପ୍ରତ୍ୟୁଷା ନନ୍ଦଙ୍କ ବିବାହ ବିଛେଦର ନକଲ କପି ବିବାହ…