ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ୍ ଦେଲା ଟିଏମ୍ସି, ହୁଗୁଳିରୁ ଲଢ଼ିବେ ନିର୍ବାଚନ
ତୃଣମୂଳ କଂଗ୍ରେସ (ଟିଏମସି) ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଟିଏମସି ହୁଗୁଳି ଲୋକସଭା ଆସନରୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ୍ ଦେଇଛି । ରଚନା ବିଜେପି ସାଂସଦ ତଥା ଅଭିନେତ୍ରୀ ଲକେଟ୍ ଚାଟାର୍ଜୀଙ୍କ ବିପକ୍ଷରେ ହୁଗୁଳି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।…