ଆଜି ବି ଜଳାଇଲା ତାତି, ନୂଆପଡ଼ାରେ ସର୍ବାଧିକ ଥିଲା ୪୪ ଡିଗ୍ରୀ ସେଲସିୟସ
ଭୁବନେଶ୍ୱର (କେନ୍ୟୁଜ୍) : ଦିନକୁ ଦିନ ଆହୁରି ଅସହ୍ୟ ହେବାରେ ଲାଗିଛି ଖରା ତାତି । ପାରଦ ବଢୁଛି ଉପରକୁ । ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତା ପଛକୁ ଝାରସୁଗୁଡ଼ା ୪୩.୪, ତାଳଚେର ୪୩.୨, ଅନୁଗୁଳ ୪୩.୧ ଡିଗ୍ରୀରେ ଆଜି ସିଝିଛି । ଏହାପରେ ଭୁବନେଶ୍ୱର,…