Browsing Tag

today breaking news

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଓ ଅଟୋ ଧକ୍କା, ୪ ଆହତ

ବର୍ତ୍ତମାନ ମଧ୍ୟପ୍ରଦେଶର ରାଜଗଡ଼ରୁ ଏକ ବଡ ଖବର ଆସିଛି । ଯାହା ହେଉଛି ଏକ ଅଟୋ ସିଏମ ମୋହନ ଯାଦବଙ୍କ କାରକେଡ୍‌ ସହିତ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୩ ବର୍ଷର ଶିଶୁ ସମେତ ତିନି ଜଣ ଆହତ ହୋଇଛନ୍ତି । ସିଏମ ମୋହନ ଯାଦବ ଭୋପାଳରୁ ଶାଜାପୁର ଯାଉଥିବାବେଳେ ଏହି ଘଟଣା ଘଟିଛି । ସିଏମ…

ପଶ୍ଚିମବଙ୍ଗ ଏନଆଇଏ ଟିମ୍ ଉପରେ ଆକ୍ରମଣ, ୨ ଜଣ ଅଧିକାରୀ ଆହତ

ପଶ୍ଚିମବଙ୍ଗର ସନ୍ଦେଶଖାଲି ଇଡି ଉପରେ ଆକ୍ରମଣର ତିନି ମାସ ପରେ ବର୍ତ୍ତମାନ ଏନଆଇଏ ଦଳ ଉପରେ ଆକ୍ରମଣ କରାଯାଇଛି । ପୂର୍ବ ମେଦିନୀପୁରର ଭୁପତିନଗରରେ ଅଜ୍ଞାତ ବ୍ୟକ୍ତି ଯାଞ୍ଚ ଏଜେନ୍ସିର ଗାଡି ଉପରକୁ ପଥର ଫିଙ୍ଗିଥିଲେ ଯେଉଁ କାରଣରୁ କାରର ଗ୍ଲାସ ଭାଙ୍ଗି ଯାଇଥିଲା ଏବଂ ଦୁଇ ଜଣା ଅଧୀକାରୀ ଆହତ…

୪ ରାଜ୍ୟରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଲା ବିଜେପି, ଆନ୍ଧ୍ର ବିଜେପି ମୁଖ୍ୟ ହେଲେ ପୁରନ୍ଦେଶ୍ୱରୀ

ଆସନ୍ତା ନିର୍ବାଚନ ନେଇ ସରଗରମ ରହିଛି ସମସ୍ତ ରାଜ୍ୟ । ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ସଭାପତିଙ୍କୁ ବିଜେପି ବଦଳାଇଛି । ୪ ରାଜ୍ୟରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଇଛି ବିଜେପି । ପଞ୍ଜାବରେ ସୁନିଲ ଝାଖଡ଼ ନୂଆ ସଭାପତି ହୋଇଛନ୍ତି । ସେହିପରି ତେଲେଙ୍ଗାନାରେ କିଶନ ରେଡ୍ଡି,…

ସମଗ୍ର ଦେଶର ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପାଖାପାଖି ୭୦,୦୦୦ ନୂଆ ଭର୍ତ୍ତି ହୋଇଥିବା ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଫିସ ତରଫରୁ ଏସମ୍ପର୍କରେ ସୂଚନା ମିଳିଛି ।…

ଐଶ୍ୱରିୟା ରାୟଙ୍କୁ ମିଳିଲା ସରକାରୀ ନୋଟିସ୍‌, ବାକି ରଖିଛନ୍ତି ଟିକସ

ରାଜ୍ୟ : ୧-ଭୁବନେଶ୍ୱର : ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ । ୨-କୁଚିଣ୍ଡା : ଜମନକିରା ଥାନା ତୁଲୁବ ବ୍ରିଜ ନିକଟରେ ବସ୍‌-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ। ୩-ବାଲେଶ୍ୱର : ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ସନ୍ତୋଷ ସିଂକୁ ୨୦…

ସାଂସଦଙ୍କ ପାଇଁ ରିହାତି ଖାଇବା ବନ୍ଦ, ସଂସଦ କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି

ସଂସଦ ଭବନ ପରିସରରେ ଥିବା କ୍ୟାଣ୍ଟିନରେ ଏବେ ସାଂସଦମାନଙ୍କୁ ସବ୍‌ସିଡିଯୁକ୍ତ ଖାଦ୍ୟ ମିଳିବ ନାହିଁ। ଲୋକସଭା ବାଚସ୍ପତି ଓମ୍‌ ବିରଲା ମଙ୍ଗଳବାର କହିଛନ୍ତି କି, ସଂସଦ କ୍ୟାଣ୍ଟିନରେ ସାଂସଦମାନଙ୍କ ଭୋଜନରେ ଦିଆଯାଉଥିବା ସବ୍‌ସିଡି ଉପରେ ରୋକ ଲଗାଇ ଦିଆଯାଇଛି। ସଂସଦର ବଜେଟ ଅଧିବେଶନ ୨୯…

ଜମ୍ମୁକଶ୍ମୀର ସୋପିୟାନ୍‌ରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସୋପିୟାନ୍‌ରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ । କଶ୍ମୀର ଘାଟିରେ ଗତ ୨୪ ଘଣ୍ଟାରେ ଏହା ହେଉଛି ଦ୍ୱିତୀୟ ଗୁଳିବିନିମୟ । ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଘାଟିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଆଉ କିଛି ଆତଙ୍କବାଦୀ…