Browsing Tag

today corona positive cases in india

ଦେଶରେ ୭୫ ଲକ୍ଷ ପାର କଲା କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ଆଉ ୫୫ ହଜାର ୭୨୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୭୫ ଲକ୍ଷ ପାର କଲା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ଆଉ ୫୫ ହଜାର ୭୨୨ ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩କୁ ବୃଦ୍ଧି ପାଇଛି । ସେପଟେ ଦିନକରେ ଆଉ ୫୭୯ ଜୀବନ ନେଲା କରୋନା । ଦେଶରେ କରୋନାଜନିତ…

ଦେଶରେ ଦିନକରେ ୮୩ ହଜାର ୮୦୯ ଆକ୍ରାନ୍ତ ଚିହ୍ନଟ, ୮୦ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକରେ ୮୩ ହଜାର ୮୦୯ ଆକ୍ରାନ୍ତ ଚିହ୍ନଟ । ୧ ହଜାର ୫୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ନୂଆ ଆକ୍ରନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୭ରେ ପହଁଞ୍ଚିଲାଣି । ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଲାଣି । କରୋନାରୁ ସୁସ୍ଥ ହେଲେଣି ମୋଟ ୩୮…