today Eid ul fitr

ଆଜି ଇଦ୍‌-ଉଲ୍‌-ଫିତର: କୋଭିଡ କଟକଣା ପାଇଁ ବନ୍ଦ ରହିଛି ସାମୂହିକ ନମାଜ ପାଠ

ଭୁବନେଶ୍ବର: ଆଜି ଇଦ୍‌-ଉଲ୍‌-ଫିତର । ଇସଲାମ ଧର୍ମର ପବିତ୍ର ରମଜାନ ମାସ ଗତକାଲି ଶେଷ ହୋଇଛି। ଆଜି ସମଗ୍ର ଦେଶରେ ମୁସଲମାନ ଧର୍ମାବଲମ୍ବୀ ପାଳୁଛନ୍ତି ଇଦ୍‌ ।…

3 years ago