ବଢିଲା ସୁନା ଦାମ୍, ଜାଣନ୍ତୁ ଭୁବନେଶ୍ୱରରେ ଆଜି କେତେ ରହିଛି ଦାମ୍
ଆଜି ଭାରତୀୟ ବଜାରରେ ବଢିଛି ସୁନା ଦାମ୍। ୨୨ କ୍ୟାରେଟ ସୁନା ଦାମ୍ ୩୫୦ ଟଙ୍କା ବଢିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୩୯୦ ଟଙ୍କା ବଢିଛି। ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏପରି ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୪୮,୬୦୦ ଟଙ୍କା ଥିବା ବେଳେ ୨୪…