ଆଜି ପୁଣି ବଢିଲା ସୁନା ରେଟ୍, ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ଦାମ୍
ଆପଣ ଯଦି ସୁନା କିଣିବାକୁ ଚାହୁଁଚନ୍ତି, ତେବେ ନିଶ୍ଚିତ ଦାମ୍ ବିଷୟରେ ଜାଣିବା ଜରୁରୀ। ତେବେ ତାଜା ଅପଡେଟ୍ ଜାଣିବା ପାଇଁ ଏଠାରେ ପଢନ୍ତୁ ଖବର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୦ ଟଙ୍କା ବଢି ୪୫,୦୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ଯ ମଧ୍ୟ ଦଶ…