Browsing Tag

today mahalaya

ଆଜି ପବିତ୍ର ମହାଳୟା: ପିଣ୍ଡଦାନ ପାଇଁ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ବାରଣ,…

ପୁରୀ(କେନ୍ଯୁଜ୍): ଆଜି ପବିତ୍ର ମହାଳୟା । ପିତୃ ପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ । ପିତୃପକ୍ଷର ଶେଷ ଦିନରେ ପିତୃ ପୁରୁଷଙ୍କ ଅମର ଆତ୍ମାର ସଦଗତି କାମନା କରି ପୁଷ୍କରୀଣୀ ତଥା ମହୋଦଧିରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା…