Browsing Tag

today odisha weather report

ଘନୀଭୂତ ହେଉଛି ଲଘୁଚାପ: ପ୍ରଭାବରେ ଆଜିଠୁ ଆହୁରି ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ପ୍ରବଳ ବର୍ଷା। ଘନୀଭୂତ ହେଉଛି ଲଘୁଚାପ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅ଼ଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଲଘୁଚାପର ପ୍ରଭାବରେ ଅଧିକ ବର୍ଷା ହୋଇଛି। ଏହି ଲଘୁଚାପ…

ରାଜ୍ୟରେ ଆଜିଠୁ ଦୁଇ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ, ୨୧ରୁ ପୁଣି ବର୍ଷିବ

ଭୁବନେଶ୍ୱର(କେନ୍ୟୁଜ୍):  ୨୧ରୁ ପୁଣି ବର୍ଷିବ । ଦୁଇ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି । ୨୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ । ପାଣିପାଗ କେନ୍ଦ୍ର କହିଛି, ଆସନ୍ତା ଦୁଇ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ।…

ୱେଷ୍ଟର୍ଣ୍ଣଡିଷ୍ଟବାର୍ନ୍ସ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ, କିଛି ସ୍ଥାନରେ ଘନ କୁହୁଡ଼ି କରୁଛି…

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆସନ୍ତା ୩୦ ପର୍ଯ୍ୟନ୍ତ ଲାଗିରହିବ ବର୍ଷା । ୱେଷ୍ଟର୍ଣ୍ଣଡିଷ୍ଟବାର୍ନ୍ସ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ସୋମବାରରୁ ଭୁବନେଶ୍ୱରରେ ପ୍ରବଳ ବର୍ଷି ଥିବା ବେଳେ ଆଜି ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷାର…

ରାଜ୍ୟର ଉପକୂଳ ଅଞ୍ଚଳରେ କମିଲା ଶୀତ, ଆଗକୁ ହେବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ସାମାନ୍ୟ କମିଲା ଶୀତର ପ୍ରକୋପ । ରାତ୍ରି ତାପମାତ୍ରାରେ ଅଳ୍ପ ବୃଦ୍ଧି ହୋଇଥିବା ବେଳେ ରାଜ୍ୟର ୪ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨ ଦିନରେ ରାଜ୍ୟର…

ରାଜ୍ୟରେ ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି, ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର(କେନ୍ଯୁଜ୍): ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ଥିବା ଆ଼ଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ…

ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା, ୨୪ ଘଣ୍ଟାରେ ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ

ଅନୁଗୁଳ: ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ। ସ୍ୱଭାବିକ ତାପମାତ୍ରା ଠାରୁ ଯଥେଷ୍ଟ ତଳକୁ ଖସିଛି ପାରଦ। ଗତ ୨୪ ଘଣ୍ଟାରେ ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ରାତିର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ୪ ଡିଗ୍ରି…

ଆଜିଠୁ ରାଜ୍ୟରେ ଆହୁରି ବଢିବ ଶୀତ: ଦାରିଙ୍ଗବାଡି,ସୋନପୁର ଓ କୋରାପୁଟ୍‌ରେ ଅଧିକ ଥଣ୍ଡା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆହୁରି ବଢିବ ଶୀତ । ରାତିର ତାପାମାତ୍ରା ଆସନ୍ତା ଦୁଇରୁ ତିନି ଦିନ ଯାଏଁ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଯୋଗୁ ଥଣ୍ଡା ଅନୁଭୂତ ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା…

ଆଜି କାକିନାଡା ଦେଇ ଅତିକ୍ରମ କରିବ ଡିପ୍‌ ଡିପ୍ରେସନ୍‌: ରାଜ୍ଯର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ, ୮ ଜିଲ୍ଲାକୁ…

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଡିପ୍‌ ଡିପ୍ରେସନ୍‌ । ଗତ ୬ ଘଣ୍ଟା ହେବ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଦକ୍ଷିଣ ବିଶାଖାପାଟଣାମ୍‌ ଠାରୁ ୧୩୦ କିଲୋମିଟର ଏବଂ ନର୍ସାପୁର ଠାରୁ ୧୮୦ କିଲୋମିଟର ଦୂରରେ ରହିଛି ଡିପ୍‌…

ରାଜ୍ୟରେ ଜୁନ ୧ରୁ ୨୧ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ଠାରୁ ୧ ପ୍ରତିଶତ କମ ବର୍ଷା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଜୁନ ୧ରୁ ୨୧ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ଠାରୁ ୧ ପ୍ରତିଶତ କମ ବର୍ଷା ହୋଇଛି । ଗଜପତି, ଖୋର୍ଦ୍ଧା, ପୁରୀ ଓ ବାଲେଶ୍ୱରରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ରେକର୍ଡ ହୋଇଛି । ଗଜପତିରେ ୨୨ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୩୦ ପ୍ରତିଶତ କମ…

ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା! କୋରାପୁଟ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା। ଅନ୍ୟ ଗୋଟିଏ ଦୁଇଟି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି, ମାର୍ଶାଘାଇରେ ସର୍ବାଧିକ ରେକର୍ଡ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । କଟକ ଭୁବନେଶ୍ୱର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିବ । ବର୍ତ୍ତମାନ ସୁଦ୍ଧା ମାର୍ଶାଘାଇରେ…

ଅବପାତର ରୂପ ନେଲା ଲଘୁଚାପ, ପ୍ରଭାବରେ ଆସନ୍ତାକାଲି ସକାଳ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ବର: ଅବପାତର ରୂପ ନେଲା ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ୨୧ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ୧୦…