କମିଲା ପେଟ୍ରୋଲ୍-ଡିଜେଲ୍ ଦର, ଜାଣନ୍ତୁ ଆପଣଙ୍କ ସହରରେ ଲିଟର ପିଛା କେତେ ଅଛି ଦାମ୍
ଦେଶରେ ଏବଂ ରାଜ୍ୟରେ ତେଲ ଦାମ୍ କମିବା ପରେ ଗ୍ରାହକଙ୍କ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୨ ଟଙ୍କା ୧୦ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୯୧ ପଇସା ହୋଇଛି।
ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ…