ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ପେଟ୍ରୋଲ ଓ ଡିଜେଲ ଦର
ଆଉ ୩ ଦିନ ପରେ ନୂଆବର୍ଷ ଆସିଯିବ। ୨୦୨୨କୁ ବିଦାୟ ଦେଇ ଲୋକେ ୨୦୨୩କୁ ସ୍ୱାଗତ କରିବେ। ଆଉ ଏମିତିରେ ଲୋକମାନେ ଚାରିଆଡେ ପିକନିକ୍ ପାଇଁ ବୁଲିବାକୁ ଯାଉଥିବା ବେଳେ ସେମାନଙ୍କୁ ଖୁସି ଖବର ମିଳିଛି। କମିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୧…