Browsing Tag

today weather

ଆସନ୍ତା ୨୪ ଘଣ୍ଟା ଛେଚିବ ବର୍ଷା, ୫ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଫେରିଛି ଲଘୁଚାପ ବର୍ଷା । ଉତ୍ତରପୂର୍ବ ବଙ୍ଗୋପର ସାଗର ଓ ଉତ୍ତର ଓଡ଼ିଶା ତଟ ନିକଟରେ ଲଘୁଚାପ । ଗତ ୨୪ ଘଣ୍ଟାରେ ରାଜ୍ୟ୍‌ର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଛି । ଏହାର ପ୍ରଭାବ ଆହୁରି ୨୪ ଘଣ୍ଟା ରହିବ । ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିରରେ…

ଆସନ୍ତା ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୦ ତାରିଖ  ମଧ୍ୟରେ ଓଡିଶାର  ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।  ଏଥିପାଇଁ ସମ୍ପୃକ୍ତ ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…

ଆଗାମୀ ଦୁଇଦିନ ଯାଏ ତାତିରୁ ତ୍ରାହି ନାହିଁ, ୨୬ରେ ହୋଇ ପାରେ ବର୍ଷା : ପାଣିପାଗ ବିଭାଗ

ଓଡ଼ିଶାର ୧୩ଟି ସହରର ତାପମାତ୍ରା ଏବେ ୪୧ଡିଗ୍ରୀ ଉପରେ। ୪୫.୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଆଗରେ ରହିଛି। ତା ପଛକୁ ରହିଛି ଭବାନୀପାଟଣା ଭବାନୀପାଟଣାରେ ୪୪.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ତାଳଚେରର ୪୩.୮ ଡିଗ୍ରୀ , ବଲାଙ୍ଗିରର ୪୩.୫ ଡିଗ୍ରୀ, ମାଲକାନଗିରିର ୪୩.୦ ଡିଗ୍ରୀ,…

ପୁଣି ବର୍ଷା, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି

ମାଡି ଆସୁଛି ବଡ ବର୍ଷା। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ୮ ତାରିଖରେ ବର୍ଷାର ପରିମାଣ ହ୍ରାସ ପାଇବ। ପୁଣି ୯ ଓ ୧୦ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ…

ପୁଣି ଲେଉଟିଲା ତାତି : ୪୦ ଡିଗ୍ରୀ ଉପରେ ରାଜ୍ୟର ୧୧ ସହର ତାପମାତ୍ରା

ପୁଣି ଲେଉଟିଲା ତାତି । ଗତ ଦୁଇ ଦିନ ହେବ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଆଜି ପୁଣି ପାରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ୪୫.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।…