ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ, ୫ ମୃତ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦ କରୋନା ପଜିଟିଭ ହୋଇଛନ୍ତି । ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଆଜି ପଜିଟିଭି ରେଟ୍ ରହିଛି ୦.୫୯ ପ୍ରତିଶତ । ଏଥିସହିତ କେବଳ ଖୋର୍ଦ୍ଧାରୁ ୧୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ମୋଟ ଆକ୍ରାନ୍ତଙ୍କ…