Browsing Tag

today

ଜଲଦି କରନ୍ତୁ ଆଜି ହିଁ କିଣିଦିଅନ୍ତୁ ସୁନା, ପୁଣି କମିଗଲା ସୁନା ଦାମ୍‌

ଗତ କିଛି ଦିନ ହେବ ଦେଶରେ ସୁନା ଦାମ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଥିଲା। କିନ୍ତୁ ଗତ କାଲି ଠାରୁ ଏଥିରେ ସାମାନ୍ୟ ସୁଧାର ଆସିଥିବା ଲକ୍ଷ୍ୟ କରାଯାଇଛି । ଭାରତୀୟ ବଜାରରେ ସୁନାର ଦାମ୍‌ ବଢିଚାଲିଥିବା ବେଳେ ଗତକାଲିଠାରୁ ଲୋକଙ୍କୁ କିଛି ଆଶ୍ୱସ୍ତୀ ମିଳିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା…

ବାଆ ନିରବିଲେ ବତାସ ଆସେ…, ବାଗଚୀ ଆଜିର ସାମ୍ବାଦିକ ସମ୍ମିଳନୀରେ ଏମିତି କାହିଁକି କହିଲେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : କୋଭିଡ୍‌-୧୯ ଏକ ନୂଆ ପ୍ରକାରର ଭୂତାଣୁ । ଯିଏ ନିଜର ରୂପ ଓ ଚିରିତ୍ରକୁ ବଦଳାଇ ଦେଇଛି । ବିଭିନ୍ନ ବସ୍ତୁରେ ଏହି ଭାଇରସ୍‌ ଲାଗି କରି ରହିଥାଏ ଓ ସେଥିରେ ହାତ ଲାଗିଲେ ଏହା ହାତକୁ ଆସେ । ଯଦି ଆମେ ହାତ ସାବୁନରେ ସଫା ନକରି ଆମ ମୁହଁ ପାଖକୁ ନଲେ ତେବେ ଏହା ଆମକୁ…

ବାଗଚୀଙ୍କ ପ୍ରେସ୍‌ମିଟ୍‌ : ‘ଆମ ସରକାରଙ୍କ ପାଖରେ ବଜେଟ୍‌ କମ୍‌ ଥାଇ ପାରେ ହେଲେ ରହିଛି ପ୍ରବଳ ଆତ୍ମବିଶ୍ୱାସ’

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଆଜିର ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାର ସୁଯୋଗ ଦେଇଥିଲେ । ଶ୍ରୀ ବାଗଚୀ କିଛି…

କରୋନା ସହ ଲମ୍ବା ଲଢ଼େଇ ଚାଲିବ : ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ସହ ଲଢ଼େଇ କିଛି ଦିନ ନୁହେଁ ଦୀର୍ଘ ଦିନର । ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଦେଶରେ ୮୦ ପ୍ରତିଶତ ଲୋକଙ୍କ ଠାରେ ଲକ୍ଷଣ ନଥାଇ ମଧ୍ୟ କରୋନା ପଜେଟିଭ୍‌ ବୋଲି ଯାଞ୍ଚରୁ ଜଣାପଡ଼ୁଛି । ତେଣୁ ଆମକୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ । ଏ କଥା…

ବିଶ୍ୱରେ ୨ଲକ୍ଷ ଓ ଦେଶରେ ୮୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଘାଇଲା କରିଛି ସାରା ବିଶ୍ୱକୁ । ୨୧୦ଟି ଦେଶକୁ ଆକ୍ରାନ୍ତ କରିଛି ଏହି ମହାମାରୀ । ଏସବୁ ଦେଶରେ ଗତକାଲି ସୁଦ୍ଧା ମୋଟ୍‌ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩ ହଜାର ୨୮୯ରେ ପହଞ୍ଚିଥିଲା । ୯ ଲକ୍ଷ ୬୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । କେବଳ ଆମେରିକାରେ ଗଡ଼ିଲାଣି ୫୪ ହଜାର ୨୬୫…

ବାଗଚୀଙ୍କ ପ୍ରେସ୍ ମିଟ୍ : ରାଜ୍ୟ ବାହାରେ ଥିବା ପ୍ରତିଟି ଓଡ଼ିଆ ହେଉଛନ୍ତି ଓଡ଼ିଶାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେ ନ୍ୟୁଜ୍) : ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଓଡ଼ିଶାରେ କୋଭିଡ୍ ସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ । ରମଜାନ୍ ମାସ ଆରମ୍ଭ ହେବା ଅବସରରେ ମୁସଲମାନ ଭାଇ…

ବାଗଚୀଙ୍କ ପ୍ରେସ୍‌ମିଟ୍‌ : କହିଲେ, ବୟସ୍କ ଓ ଶିଶୁଙ୍କ ଜୀବନ ରକ୍ଷା ଆମ ହାତରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନାରେ କେଉଁମାନେ ବେଶି ପ୍ରଭାବିତ ହେଉଛନ୍ତି । ତାର ହିସାବ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । କିଛି ଉଦାହରଣ ଦେଇ ସେ କହିଛନ୍ତି ଯେ ବୟସ୍କ ଓ ଶିଶୁମାନଙ୍କ ପ୍ରତି ଆମେ ଅଧଓିକ ସତର୍କ ଓ ଯତ୍ନବାନ ହେବା ଉଚିତ । ରାଜ୍ୟ ବାହାରୁ…

ସୁବ୍ରତ ବାଗଚୀଙ୍କ ପ୍ରେସ୍‌ ମିଟ୍‌ : ଏବେ ରାଜ୍ୟ ସରକାରଙ୍କ ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ ଫେରନ୍ତା, ଭଦ୍ରକ ଓ ଯାଜପୁର…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ଆଜି ସୁଦ୍ଧା୧୦୬୪୧ ନମୂନା ପରୀକ୍ଷା କରାଯାଇଛି । ୭୪ ଜଣ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୪ ଜଣ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଫେରିଛନ୍ତି । ଭଦ୍ରକ ଓ ଯାଜପୁରର ୧୦ ଜଣ ଏଥିରେ ଅଛନ୍ତି । ତେଣୁ ଉଭୟ ଜିଲ୍ଲା ପ୍ରଶାସନକୁ ଏ ନେଇ ତାଗିଦ…

ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ବାଗଚୀ ଦୂର କଲେ କୋଭିଡ୍‌କୁ ନେଇ ରହିଥିବା ଭୁଲ ଧାରଣା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଗତ ୩୧ ଦିନ ଭିତରେ ୬୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏମାନେ ନିଜ ଇଚ୍ଛାରେ ସଂକ୍ରମିତ ହୋଇ ନାହାନ୍ତି । ଏଭଳି ସଂକ୍ରମିତ ଲୋକଙ୍କ ପ୍ରତି ଖରାପ ବ୍ୟବହାର କରିବା ନାହିଁ କିମ୍ବା ସେମାନଙ୍କୁ ଭୁଲ ବୁଝିବା ନାହିଁ । ଏକଥା ଆଜି ଅପରାହ୍ନ ସାମ୍ବାଦିକ…

ବାଗଚୀଙ୍କ ପ୍ରେସ୍‌ମିଟ୍‌ : ଗରିବଙ୍କୁ ମାଗଣାରେ ମିଳିବ ୫ କେଜି ଚାଉଳ ଓ ୧ କେଜି ଡାଲି

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଜାତୀୟ ଖାଦ୍ୟ ସୁକ୍ଷା ଆଇନ୍‌, ଅନ୍ତ୍ୟୋଦୟ ଅନ୍ନ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର । ଏମାନକୁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ୧ କିଲୋ ହରଡ ଡାଲି ତିନି…

କରୋନାକୁ ନେଇ ଦେଶ ବିଦେଶର ଖବର ସଂକ୍ଷେପରେ

୧-ମୁମ୍ବାଇରେ ଆଉ ୯ ଜଣଙ୍କର ମୃତ୍ୟୁ । ବିଏମ୍‌ସିର ସୂଚନା ଅନୁଯାୟୀ କରୋନାରେ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୦୦ରେ । ୨-ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ । କେବଳ ଗରିବ ଲୋକଙ୍କ ପାଇଁ କୋଭିଡ୍‌-୧୯ ପରୀକ୍ଷା ମାଗଣାରେ ହେବ । ସେମାନେ ଆୟୁଷ କାର୍ଡ଼ ଦେଖାଇ ପରୀକ୍ଷା କରି ପାରିବେ ।…

ପାଣିପାଗ ଖବର : ୧୦ଟି ଜିଲ୍ଲାକୁ ବର୍ଷା ସମ୍ଭାବନା, ସବୁଠୁ ତତଲା ଥିଲା ଚାନ୍ଦବାଲି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଅପରାହ୍ନରୁ ସନ୍ଧ୍ୟା ସୁଦ୍ଧା ୧୦ଟି ଜିଲ୍ଲାରେ ଅଳ୍ପ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ…