Browsing Tag

todays weather

ପୁଣି ପ୍ରବଳ ଖରା, ରାଜ୍ୟର ୭ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟର ୭ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ। ୪୧ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ବୌଦ୍ଧ ସହର। ସୋନପୁର ୪୦.୮, ଅନୁଗୁଳ ୪୦.୭, ସମ୍ବଲପୁର ୪୦.୫, ମାଲକାନଗିରି ୪୦ ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଟ୍ଵିନ୍‌ସିଟିରେ ବି ଅସହ୍ୟ…

ଆସନ୍ତା ୨୪ ଘଣ୍ଟାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ସୃ‌ଷ୍ଟି  ହେଇଥିବା ଲଘୁଚାପ କ୍ଷେତ୍ର ଲୋ ପ୍ରେସରରେ ପରିଣତ ହୋଇଛି। କ୍ରମଶଃ ଏହା ଘୂର୍ଣ୍ଣିବଳୟରେ ରୂପାନ୍ତରିତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ…

ସପ୍ତାହେ ମଧ୍ୟରେ ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର: ଆସୁଛି ଲଘୁଚାପ ଉପରେ ଲଘୁଚାପ। ସପ୍ତାହେ ମଧ୍ୟରେ ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ । ତାତିରୁ ମିଳିପାରେ ଆଶ୍ୱସ୍ତି । ଉତ୍ତର ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବ । ଗୋଟିଏ ୪ ତାରିଖ ଓ ଅନ୍ୟ ଲଘୁଚାପ ୮ ତାରିଖ ବେଳକୁ ସୃଷ୍ଟି ହେବ । ପ୍ରଥମ ଲଘୁଚାପ ପ୍ରଭାବରେ ଆଜିଠୁ ୬…

ମୁମ୍ବାଇରେ ଆଜି ସନ୍ଧ୍ୟା ସୁଦ୍ଧା ହାଇଟାଇଡ୍‌ର ଚେତାବନୀ, ସମୁଦ୍ରରେ ଉଠିବ ୩ ମିଟର ଉଚ୍ଚ ଲହଡ଼ି

ମୁମ୍ବାଇକୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ। କାଲି ରାତି ସାରା ପ୍ରବଳ ବର୍ଷା ପରେ ମୁମ୍ବାଇରେ ଜୁଲାଇ ୧୫ ଅର୍ଥାତ୍‌ ଆଜିଠାରୁ ବର୍ଷା ଓ ହାଇଟାଇଡ୍‌ର ଚେତାବନୀ ଜାରି କରାଯାଇଛି। ମୁମ୍ବାଇରେ ସନ୍ଧ୍ୟା ୭ରେ ହାଇଟାଇଡ୍‌ର ଆଶଙ୍କା ରହିଛି। ପାଣିପାଗ ବିଭାଗ ମୁତାବକ ଏ ଅବସରରେ ସମୁଦ୍ରରେ ୩ ମିଟରରୁ…