ଏକ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପିଆନ୍ତୁ ନାହିଁ ଗାଈର କ୍ଷୀର, ବଢ଼ିଯିବ ଏହି ରୋଗର ଭୟ !
ଏକ ବର୍ଷରୁ କମ୍ ବୟସର ପିଲାଙ୍କୁ ଗାଈର କ୍ଷୀର ଦେବା ଉଚିତ ନୁହେଁ। ଏମିିତି କରିବା ଦ୍ୱାରା ତାଙ୍କ ଶ୍ୱସନ ଏବଂ ପାଚନ ତନ୍ତ୍ରରେ ଏଲାର୍ଜୀ ସମ୍ବଦ୍ଧୀୟ ରୋଗ ବଢ଼ିବାର ଆଶଙ୍କା ଥାଏ। କାରଣ ତାହା କ୍ଷୀରରେ ଥିବା ପ୍ରୋଟୀନକୁ ପଚାଇ ନଥାଏ। ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ପିଲାଙ୍କୁ ମା କ୍ଷୀର…