କରୋନା: ଆବଶ୍ୟକ ପଡିବାରୁ ସାଙ୍ଗ ଘରକୁ drone ସାହାଯ୍ୟରେ ଟଏଲେଟ ପେପର ପଠାଇଦେଲେ ଯୁବକ, ଭିଡ଼ିଓ ହେଉଛି ଭାଇରଲ
କରୋନାରୁ ବର୍ତ୍ତିବା ପାଇଁ ଲୋକେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି । କେହି ଘରୁ ବାହାରୁ ନାହାନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ପାଖକୁ ଟଏଲେଟ ପେପର drone ସାହାଯ୍ୟରେ ପଠାଉଛି । ଭିଡ଼ିଓଟି ଏବେ ପୂରା ଭାଇରଲ…