ଏହି ରେସ୍ତୋରାଁରେ ଗ୍ରାହକ ମାନଙ୍କୁ ପିଇବାକୁ ଦିଆଯାଇଥାଏ ଟଇଲେଟର ପାଣି
ଯଦି ଆପଣଙ୍କୁ କେହି କୁହେ ଟଇଲେଟର ପାଣି ପିଇବାକୁ କହେ ତାହେଲେ ପ୍ରଥମତଃ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ବିଶ୍ଵରେ ଏକ ଏପରି ରେସ୍ତୋରାଁ ରହିଛି ଯେଉଁଠି ଗ୍ରାହକମାନଙ୍କୁ ଟଇଲେଟର ପାଣି ପିଇବାକୁ ଦିଆଯାଇଥାଏ । ଗଷ୍ଟ ୟୁକ୍ସ ନାମକ ଏହି ରେସ୍ତୋରାଁ ବେଲଜିୟମରେ ଅବସ୍ଥିତ ।…